Odia News Portal
Monthly Archives

December 2018

ନିରଞ୍ଜନଙ୍କୁ ରବିନ୍ଦ୍ରଙ୍କ ଠାଏ …

ଭୁବନେଶ୍ୱର,୩୦ା୧୨ () : ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ମାମଲାର ବିଚାର ଏବେ ଟ୍ରିବୁନାଲରେ ବିଚାରଧୀନ ଅବସ୍ଥାରେ ରହିଛି । ଏହି ସମୟରେ ନୂଆ କରି ଛତିଶଗଡ଼ରେ ସରକାର ଗଢ଼ିଥିବା କଂଗ୍ରେସର ଜଳ ସମ୍ପଦ ମନ୍ତ୍ରୀ ରବିନ୍ଦ୍ର ଚୌବେ କହିଛନ୍ତି ଯେ, ମହାନଦୀ ଉପରେ ଛତିଶଗଡ଼ବାସୀଙ୍କ ପୂର୍ଣ୍ଣ…

ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷ ଭେଟି

ଭୁବନେଶ୍ୱର,୩୦ା୧୨(): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଦୁଇଟି ଫ୍ଲାଗ୍ସିପ୍ ଯୋଜନାର ଶୁଭାରମ୍ଭ କରିବେ । ଆସନ୍ତାକାଲି ସଂଧ୍ୟାରେ ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ  ‘କାଳିଆ’ ଯୋଜନାର ଶୁଭାରମ୍ଭ ହେବ । ଏଥିସହ କ୍ୟାପିଟାଲ୍ ହସ୍ପିଟାଲରୁ ରାତ୍ରିକାଳୀନ…

ନବୀନ ନିବାସଠାରେ ବୈଠକ: ଵାଦ ପଡ଼ିପାରନ୍ତି ଵରିଷ୍ଠ

ଆଜି ସଂଧ୍ୟରେ ନବୀନ ନିବାସଠାରେ ଅଚାନକ ପୁରୀ ଜିଲ୍ଲାର ୪ବିଧାୟକ ଓ ୨ମନ୍ତ୍ରୀଙ୍କ ରୁଦ୍ଧ ଦ୍ବାର ବୈଠକ ବସିଛି । ବୈଠକରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି । ଅଚାନକ ପୁରୀ ଜିଲ୍ଲାର ଜନ ପ୍ରତିନିଧିମାନଙ୍କ ବୈଠକ ନବୀନ କାହିଁକି ଡାକିଲେ ତାକୁ ନେଇ କଳ୍ପନା ଜଳ୍ପନା…

ସଦାଚାର କମିଟି ଦେଲା କ୍ଲିନ୍ ଚିଟ୍

ଭୁବନେଶ୍ବର (): ବିଧାନସଭା ଗୃହ ଭିତରେ ଅଶ୍ଳୀଳ ଭିଡିଓ ଦେଖିବା ଘଟଣାରେ ବିଧାନସଭା ସଦାଚାର କମିଟି କଂଗ୍ରେସର ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସଙ୍କୁ କ୍ଲିନ ଚିଟ୍ ଦେଇଛି। କମିଟି ଗତ ୧୮ ତାରିଖ ବୈଠକରେ ଏ ନେଇ ୯ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରିଛି, ଖୁବଶୀଘ୍ର ଗୃହରେ ଉପସ୍ଥାପିତ…

ତପ୍ତପାଣି ଘାଟିରେ ବସ-ଅଟୋ ଧକ୍କା: ୩ମୃତ, ୩୦ ଆହତ, ୧୦ ଗୁରୁତର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଲକି ନାମକ ଏକ ଟୁରିଷ୍ଟ ବସ ଏବଂ ଅଟୋ ମଧ୍ୟରେ ଧକ୍କା ହୋଇଛି । ଆଜି ସଂଧ୍ୟାରେ ହୋଇଥିବା ଏହି ଦୁର୍ଘଟଣାରେ ଯାତ୍ରୀବାହୀ  ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବାବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦ ଜଣ ଆହତ…

ଭାରତୀୟ ଡାକ ଟିକେଟରେ ସ୍ଥାନ ପାଇଲେ ଓଡ଼ିଶାର ସହିଦ ଯବାନ ପ୍ରମୋଦ ଶତପଥୀ

ଦେଶର ସୁରକ୍ଷା ପାଇଁ ଲଢେ଼ଇ କରି ସହିଦ ହୋଇଥିଲେ । ସେଇ ଅଶୋକ ଚକ୍ର ସମ୍ମାନ ପାଇଥିବା ସହିଦ ପୁଲିସମାନଙ୍କୁ ପୁଣି ଏକ ଭିନ୍ନ ଢ଼ଙ୍ଗରେ ସମ୍ମାନିତ କରିଛି କେନ୍ଦୁଝର ପୁଲିସ । ଡାକ ବିଭାଗ ସହିତ ମିଳିତ ସହଯୋଗରେ ଏହି ଅଶୋକ ଚକ୍ର ଉପାଧିଧାରୀଙ୍କ ପାଇଁ ପ୍ରକାଶ କରିଛି ସ୍ବତନ୍ତ୍ର ଡାକ ଟିକଟ…

ଷେଣ୍ଢ ପଡ଼ିଆ ହତ୍ୟା ଘଟଣାର ପର୍ଦାଫାସ

କଟକ: ଗତ ୨୪ ତାରିଖ ଦିନ ଚୌଦ୍ୱାର ଷେଣ୍ଢ ପଡ଼ିଆରେ ହତ୍ୟା ଘଟଣାର ପର୍ଦାଫାସ କରିଛି କଟକ କମିଶନରେଟ ପୋଲିସ । ପୂର୍ବ ଶତ୍ରୁତାରୁ ବିଭିସାନ ସିଂହଙ୍କୁ ତିନିଜଣ ଅଭିଯୁକ୍ତ କାଠ ଫଳିଆରେ ପିଟିବା ସହ ଗୁଳି ମାଡ କରି ହତ୍ୟା କରିଥିଲେ । ଚୌଦ୍ୱାର ପୋଲିସ ହତ୍ୟା ଘଟଣାର ତଦନ୍ତ କରି ତିନିଜଣ…

ବାଲ୍ୟ ବିବାହ ଉଦ୍ୟମ ରୋକିଲା ପୁଲିସ

ମୟୂରଭଞ୍ଜ: ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ରୋକିଲା ପୁଲିସ। ନାବାଳିକାକୁ ଉଦ୍ଧାର କରିବା ସହ ବିବାହ କରିବାକୁ ଯାଉଥିବା ବରକୁ , ପୁଲିସ ଥାନାରେ ଅଟକ ରଖିଛି।  ଆଜି ରାଢ଼ୋ ଗାଁରେ ନାବାଳିକା ସହ ଉତ୍ତର ପ୍ରଦେଶର ପ୍ରମୋଦ କୁମାର ସିଂହଙ୍କ ବାହାଘର ଆୟୋଜନ ହୋଇଥିଲା।

ଭୁବନେଶ୍ବର ଓ କଟକର ବିଭିନ୍ନ ତାରକା ହୋଟେଲ ଓ କ୍ଲବରେ ଜୋରଦାର ଆୟୋଜନ

ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହ । କାଲି ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଏଥିପାଇଁ ରାଜଧାନୀ ଭୁବନେଶ୍ବର ଓ କଟକର ବିଭିନ୍ନ ତାରକା ହୋଟେଲ ଓ କ୍ଲବରେ ଜୋରଦାର ଆୟୋଜନ ହୋଇଛି । ରାଜ୍ୟ ବାହାରର କଳାକାର ନୃତ୍ୟଗୀତ ପରିବେଷଣ କରିବେ । ଆଇନ ଶୃଖଂଳାକୁ…

ଶୀତ ଦିନରେ ବି ହେବ ନାହିଁ ରୁପି, ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଥଣ୍ଡା ଦିନରେ କେଶ ଝଡ଼ିବା ସହ ମୁଣ୍ଡରେ ରୁପିର ସମସ୍ୟା ଦେଖାଯାଇଥାଏ। ଏଣୁ ଏହି ଋତୁରେ କେଶକୁ ନରମ, ସୁନ୍ଦର ରଖିବା ସହ ଭଲ ବଢ଼ିଇବା ପାଇଁ କିଛି ସାଧାରଣ ଜିନିଷର ଅବଲମ୍ବନ କରିବା ଦରକାର। ଆପଣ ମଧ୍ୟ କିଛି ଘରୋଇ ଜିନିଷର ବ୍ୟବହାର କରି ନିଜ କେଶର ସୁରକ୍ଷା ଶୀତ ଦିନରେ କରିପାରିବେ।…