Odia News Portal
Monthly Archives

January 2019

ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍‌ ପାରା ହତ୍ୟାକାଣ୍ଡ ମାମଲାରେ ୪ ଗିରଫ

ପୁରୀ: ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର୍‌ ପାରା ହତ୍ୟାକାଣ୍ଡ ଘଟଣାରେ କୁମ୍ଭାରପଡ଼ା ଥାନା ପୁଲିସ୍ ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି। ଏଥିସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ପିସ୍ତଲ୍ ମଧ୍ୟ ଜବତ ହୋଇଛି।  ଏମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧୀ ଭାଗୁ ଓରଫ ଭାଗିରଥି ପ୍ରଧାନ ରହିଛି।…

ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କଲେ ୨ ଓଡ଼ିଆ

ଭୁବନେଶ୍ୱର ( ଚକ୍ରଧର ମାଝି ) : ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରିବାରେ ସଫଳ ହୋଇଛନ୍ତି ଦୁଇ ଜଣ ଓଡ଼ିଆ। ଦକ୍ଷିଣ ଆଫ୍ରିକାର ତାଞ୍ଜାନିଆରେ ଥିବା କିଲିମାଞ୍ଜାରୋ ଶୃଙ୍ଗର ଉଚ୍ଚତା ୫ ହଜାର ୮୯୫ ମିଟର୍ ହେବ। କୋରାପୁଟ ଜିଲ୍ଲାର ଆଦିବାସୀ ଯୁବକ କୁଶ ଆର୍ଳବ ଏବଂ ବରଗଡ଼…

କାଲି ଦିନିକିଆ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ, ବିଜୁ ଯୁବ ବାହିନୀର ସମାବେଶ ଓ ୨୫୦କେଟି ଟଙ୍କାର ପ୍ରକଳ୍ପ ଉଦଘାଟନ…

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶୁକ୍ରବାରଦିନ ଦିନିକିଆ ସମ୍ବଲପୁର ଗସ୍ତରେ ଆସିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଯୁବ ବିକାଶ କାର୍ଯ୍ୟକ୍ରମରେ ଯୋଗଦେବା ସହ,ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର…

ଉଦ୍ଧାର ହେଲେ ୨୨ ଦାଦନ ଶ୍ରମିକ

କଟକ : ଫୁଲନଖରାରୁ ଉଦ୍ଧାର ହେଲେ ୨୨ ଦାଦନ ଶ୍ରମିକ। ଛତିଶଗଡ଼ ରାୟଗଡ଼ ଅଞ୍ଚଳର ଏହି ଦାଦନ ଶ୍ରମିକମାନେ ଦୀର୍ଘଦିନ ଧରି କଟକ ଫୁଲନଖରାର ଏକ ଇଟାଭାଟିରେ କାମ କରିଆସୁଥିଲେ। ଇଟା ଭାଟି ମାଲିକ ସେମାନଙ୍କୁ ନିର୍ଯ୍ୟାତନା ଦେବା ସହ ପାରିଶ୍ରମିକ ମଧ୍ୟ ଦେଉନଥିଲେ। ଏନେଇ ଖବର ମିଳିବା ପରେ କଟକ ଜିଲ୍ଲା…

ଆଜିଠାରୁ ସଂସଦର ବଜେଟ ଅଧିବେଶନ

ଦିଲ୍ଲୀ : ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଏହା ପୂର୍ବରୁ ଗତକାଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ସହ ସମସ୍ତ…

ଟୁଇନ୍‌ ସିଟିରେ ବଢ଼ିଛି କ୍ରାଇମ୍‌ ! ପ୍ରସ୍ତୁତ ହେଲା ଅପରାଧୀଙ୍କ ତାଲିକା

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ସଜାଗ କମିଶନରେଟ ପୋଲିସ । ପ୍ରସ୍ତୁତ ହେଲା ଅପରାଧୀଙ୍କ ତାଲିକା । ତାଲିକାରେ ଅଛନ୍ତି ୧୩ ବର୍ଷ ଧରି ଟୁଇନ ସିଟି ଭୁବନେଶ୍ୱର ଓ କଟକରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀ । ଟାର୍ଗେଟ୍‌ରେ ଅଛନ୍ତି, ନିର୍ବାଚନ ବେଳେ ରାଜନେତାଙ୍କୁ ସହଯୋଗ କରୁଥିବା…

ନବୀନଙ୍କ ବିକାଶ ଏଜେଣ୍ଡାରେ ମୁଁ ଗୁଣ୍ଡୁଚି ମୂଷା

ଟାଙ୍ଗି () : ଖୋର୍ଦ୍ଧା ଜିଲ୍ଲା  ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ବିଜେଡି ସାଧାରଣ ସମ୍ପାଦକ ତଥା ମିଡିଆ ସେଲ ସଂଯୋଜକ ମାନସ ମଙ୍ଗରାଜଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଚିଲିକା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କର୍ମୀ-ସମର୍ଥକମାନେ ଏହି ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ ।…

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ବିଜେପିର ଦୁଇ ବରିଷ୍ଠ ନେତାଙ୍କୁ ନୋଟିସ

ଭୁବନେଶ୍ବର () ଛତ୍ରପୁର ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ଛନ୍ଦି ହେବାକୁ ଯାଉଛନ୍ତି । ଗତକାଲି ଗଂଜାମ ପୋଲିସ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ କରିଥିବା ବେଳେ ଆଉ କିଛି ଟାଣୁଆ ନେତା ଏହି…

କାଶ ହେଉଛି କି ? ଖାଆନ୍ତୁ ଚକୋଲେଟ୍ …

ଶୀତ ଦିନେ ଅଧିକାଶଂ ଲୋକଙ୍କ ପାଖରେ ଥଣ୍ଡା ଏବଂ କାଶ ସମସ୍ୟା ଦେଖା ଦେଇଥାଏ। ପରିବର୍ତ୍ତିତ ପାଣିପାଗରେ ଏମିତି ହେବା ସ୍ୱଭାବିକ୍। କିନ୍ତୁ କିଛି ଲୋକେ ଶୀତଦିନେ ନୁହେଁ ବରଂ ବର୍ଷର ଅଧିକାଂଶ ସମୟରେ କାଶ ସମସ୍ୟାରେ ପଡିଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ…

ବିଦେଶୀମୁଦ୍ରା ଚୋରା କାରବାର ଅଭିଯୋଗରେ ରାହତ ଫତେ ଅଲ୍ଳୀଖାନ

ବେନିମୟଭାବେ ସେ ବିଦେଶୀ ମୁଦ୍ରାର ଚୋରା କାରବାର କରୁଥିବା ଅଭିଯୋଗ ସୁଫି ଗାୟକ ରାହତ ଫତେ ଅଲ୍ଲୀ ଖାନ । ଏବେ ରାହତଙ୍କୁ ମିଳିଛି ପ୍ରର୍ବତନ ନିର୍ଦ୍ଦେଶାଳୟ ତଥା ଇଡିର ସମନ । ପାଖାପାଖି ୩ଲକ୍ଷ ୪୦ହଜାର ଭାରତୀୟ ମୁଲ୍ୟର ଆମେରୀକୀୟ ମୁଦ୍ରା ରାହତଙ୍କ ପାଖରେ ଥିବା ଅଭିଯୋଗ ହୋଇଛି । ସେଥିମଧ୍ୟରୁ…