Odia News Portal
Monthly Archives

June 2019

ଆଜି ଭାରତ-ଇଂଲଣ୍ଡ ଲଢେଇ, ଭାରତର ସେମି ଆଶା ଓ ଇଂଲଣ୍ଡର ଜିଇଁବା ଚିନ୍ତା

ସୁପରସଣ୍ଡେରେ ସୁପର ମୁକାବିଲା । ବିଶ୍ୱକପ କ୍ରିକେଟରେ ଆଜି ଭାରତ-ଇଂଲଣ୍ଡ ଲଢେଇ । ବର୍ମିଂହାମରେ ମୁହାଁ ମୁହିଁ ହେବେ ଦିନିକିଆରେ ବିଶ୍ୱର ଏକ ନମ୍ବର ବନାମ ବିଶ୍ୱକପର ପାଞ୍ଚ ନମ୍ବର ଟିମ । ସିରିଜରେ ଅପରାଜୟ ଥିବା ମେନ୍ ଇନ ବ୍ଲ୍ୟର ପଲ୍ଲା ଭାରୀ ରହିଛି । ନ୍ୟୁଜଲାଣ୍ଡ ମ୍ୟାଚ ଛାଡି…

ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ …

ପୁରୀ : ଅନବସରରେ ଥିବା ମହାପ୍ରଭୁ ଏବେ ସଂପୂର୍ଣ୍ଣ ସୁସ୍ଥ ।  ଦଇତାପତିମାନେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଏହି ଖବର ପହଞ୍ଚାଇବେ । ଏଥିପାଇଁ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଦଇତାପତିମାନେ ସମୁହ ଭାବେ ଆଜି ଶ୍ରୀନଅରକୁ ଯିବେ । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ…

୨୦ ତମ ଜୁନିୟର ଅନ୍ତଃଜିଲ୍ଲା ସିପକ ଟାକ୍ରୋ ପ୍ରତିଯୋଗିତା ଉଦଘାଟିତ

କଟକ : ଓଡ଼ିଶା ସିପକ ଟାକ୍ରୋ ସଙ୍ଘ ଓ କଟକ ସିପକ ଟାକ୍ରୋ ସଙ୍ଘ ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମର ସିପକ ଟାକ୍ରୋ କମ୍ପ୍ଲେକ୍ସଠାରେ ୨୦ତମ ଜୁନିୟର ଅନ୍ତଃଜିଲ୍ଲା ସିପକ ଟାକ୍ରୋ  ପ୍ରତିଯୋଗିତା  ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଉଦ୍ଘାଟନୀ ଉତ୍ସବ ମୁଖ୍ୟ ଅତିଥି ଭାବେ…

ବିଶ୍ବ ୟୁନିଭରସିଟି କ୍ରୀଡାରେ ଧ୍ବଜା ଧରିବେ ଦୂତୀ

ଭୁବନେଶ୍ବର ( ଚକ୍ରଧର ମାଝି ) : ଇଟାଲିର ନାପୋଲିରେ ଅନୁଷ୍ଠିତ ହେବ ୩୦ତମ ଓ୍ଵାଲର୍ଡ ୟୁନିଭରସିଟି ଗେମ୍-୨୦୧୯ । ପ୍ରତିଯୋଗିତାରେ ଭାରତୀୟ ବିଶ୍ୱବିଦ୍ୟାଳୟ ଦଳର ନେତୃତ୍ୱ ନେବା ସହ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିବେ କିଟ୍ ଛାତ୍ରୀ ଦୂତୀ ଚାନ୍ଦ । ସେହିପରି ୧୫୦ ଜଣ ଭାରତୀୟ ଆଥଲେଟ…

ଗ୍ରାମାଞ୍ଚଳ କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା ଆମର ଟାର୍ଗେଟ : କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର ( ଚକ୍ରଧର ମାଝି ) : ଭାରତୀୟ ବକ୍ସିଂ ଦୁନିଆର ଅନ୍ୟତମ ସଫଳ କୋଚ୍‍ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ବ୍ରଜଭୂଷଣ ମହାନ୍ତି ଏବଂ ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ଶନିବାର ସ୍ଥାନୀୟ କ୍ରାଉନ୍‍ ହୋଟେଲରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ ଓଡ଼ିଶା କ୍ରୀଡ଼ା…

ରାତି ଅଧରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଇପାଟ ଗାଁରେ ଶୁକ୍ରବାର ରାତିରେ ଘଟିଛି ଏହି  ବର୍ବରକାଣ୍ଡ । ଗାଁର ଜଣେ ମହିଳାଙ୍କ ଘରେ ଜୋର ଜବରଦସ୍ତ ପଶି ୩ ଜଣ ଦୁର୍ବୃତ୍ତ ଏହି ନାରକୀୟ କାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି ।  ତେବେ ଦୁର୍ବୃତ୍ତଙ୍କ  ମାଡରେ ଗୁରୁତର ଆହତ ହୋଇ…

ଦେଖନ୍ତୁ କଣ କହୁଛି ଏହି ସୂଚନା ଫଳକ

ଭୁବନେଶ୍ୱର  : ଭୁବନେଶ୍ୱର-ପୁରୀ ରାସ୍ତାରେ ଗଲା ବେଳେ ପଡ଼େ ପଟନାୟିକିଆ ଛକ । ଏଇ ଛକରୁ ଖୋର୍ଦ୍ଧା ଓ ଡେଲାଙ୍ଗକୁ ଯିବା ଲାଗି ରାସ୍ତା ରହିଛି । ତେବେ ସରକାରୀ ସୂଚନା ଅନୁଯାୟୀ ଏଇ ରାସ୍ତାରେ ଗଲେ ଟିକେ ଅସୁବିଧା ରହିଛି । ଯଦି ଆପଣ ଓଡ଼ିଆ ରାସ୍ତାରେ ଖୋର୍ଦ୍ଧା ଯିବେ ତେବେ ଆପଣଙ୍କୁ ମାତ୍ର…

କେନ୍ଦ୍ରାପଡ଼ାରେ ପ୍ରଥମ ଥର ଗଡ଼ିଲା ରେଳ ଇଂଜିନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ଗଡ଼ିଲା ରେଳ ଇଂଜିନ । ଆଜି ରେଲୱେ ପକ୍ଷରୁ ହରିଦାସପୁର-ପାରାଦୀପ ରେଳଲାଇନର ବେଣିପୁରଠାରୁ ଗୋପଛକ ଯାଏ ପରୀକ୍ଷାମୂଳକ ଭାବେ ଇଞ୍ଜିନ ଗଡ଼ିଛି । ଆଜି ୨୧ କିଲୋମିଟର ରେଳପଥରେ ପରୀକ୍ଷାମୂଳକ ଭାବେ ଇଂଜିନ ଚାଲିଥିଲା । ଇଞ୍ଜିନ ସହିତ…

ଉଚ୍ଚଶିକ୍ଷାରେ ସଂସ୍କାର ନେଇ ବୈଠକ

ଭୁବନେଶ୍ବର : ଉଚ୍ଚଶିକ୍ଷାରେ ସଂସ୍କାର ନେଇ ବୈଠକ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ୫୨ଟି ସରକାରୀ କଲେଜର ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରୁଛନ୍ତି। ବୈଠକରେ ବିଶେଷ କରି ମଡେଲ ସିଲାବସ ଲାଗୁ ଓ ଏକକ ପରୀକ୍ଷା ବ୍ୟବସ୍ଥା ନେଇ ବିଚାରବିମର୍ଶ କରାଯାଉଥିବା ସୂଚନା ମିଳିଛି। କଲେଜ…

୧.୩୯ ଲକ୍ଷ କୋଟି ଟଙ୍କାର ବଜେଟ : ଭିତ୍ତିଭୂମୀ ଓ ବିକାଶକୁ ଗୁରୁତ୍ବ

ଭୁବନେଶ୍ୱର () ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଜି କୃଷି ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି । ସେ ମଧ୍ୟରୁ ପୁଞ୍ଜି ବ୍ୟୟ ବରାଦ ୨୪ ହଜାର ୭୨୩ କୋଟି ଟଙ୍କା ହୋଇଥିବା ବେଳେ ଏହା ମୋଟ ଘରୋଇ ଉତ୍ପାଦର ୪.୫ ପ୍ରତିଶତ ।…