Odia News Portal
Monthly Archives

July 2019

ରସଗୋଲା ପରେ ରସାବଳି

ଭୁବନେଶ୍ବର()  ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଲା ପରେ ବର୍ତ୍ତମାନ ଆରିସା, ଛେନାପୋଡ଼, ରସାବଳିର ଆଦି ମିଷ୍ଟାନ୍ନକୁ ବି ଜିଆଇ ମାନ୍ୟତା ମିଳବା ଆବଶ୍ୟକ ବୋଲି ବିଧାନସଭାରେ ଦାବି ହୋଇଛି । ଓଡ଼ିଶା ଠାରୁ ଆଉ କେହି ହକ୍ ଛଡ଼ାଇନେବା ପୂର୍ବରୁ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେବା ଉଚିତ ବୋଲି…

ରାଜ୍ୟସଭାରେ ତିନ ତଲାକ ପାସ

ନୂଆଦିଲ୍ଲୀ()  ରାଜ୍ୟସଭାରେ ପାସ ହେଲା ଟି୍ରପଲ ତଲାକ ବିଲ । ଭୋଟିଂ ଡିଭିଜନ ଜରିଆରେ ପାସ ହୋଇଛି ଏହି ବିଲ । ଏହି ବିଲ ସପକ୍ଷରେ ୯୯, ବିପକ୍ଷରେ ୮୪ ସଦସ୍ୟ ମତଦାନ ଦେଇଛନ୍ତି । ପୂର୍ବରୁ ଟି୍ରପଲ ତଲାକ ବିଲ ଲୋକସଭାରେ ପାସ ହୋଇ ସାରିଛି । ମୁସଲିକ ମହିଳାଙ୍କ ବିବାହ ସଂପର୍କିତ ଟି୍ରପଲ ତଲାକ…

କାଳିଆରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବ: ଅରୁଣ

ଭୁବନେଶ୍ବର () କାଳିଆ ଯୋଜନାରେ ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ । କେହି ଜଣେ ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ଦିଆଯାଉଥିବା ସହାୟତାରୁ ବଞ୍ଚିତ ହେବେ ନାହିଁ । ଏଥିସହିତ ପ୍ରସ୍ତୁତ ତାଲିକାରେ କେହି ଅଯୋଗ୍ୟ ହିତାଧିକାରୀ ଥିଲେ ଯାଞ୍ଚ କରାଯାଇ ସେମାନଙ୍କୁ ବାଦ…

ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୭ ମୃତ

ରାୱଲପିଣ୍ଡି()  ପାକିସ୍ତାନର ରାଓ୍ବଲପିଣ୍ଡିରେ ସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଜ୍ଝ ଏହି ଦୁର୍ଘଟଣାରେ କ୍ରୁ ଟିମ୍ଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ଜ୍ଝ ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି । ବମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଛି ।…

ଆରମ୍ଭ ହେବ ‘ମୋ କଲେଜ ଅଭିଯାନ‘

ଭୁବନେଶ୍ବର () ମୋ ସ୍କୁଲ ଭଲି ଉଚ୍ଚଶିକ୍ଷାରେ ଆରମ୍ଭ ହେବ ମୋ କଲେଜ କାର୍ଯ୍ୟକ୍ରମ । ଉଚ୍ଚଶିକ୍ଷାର ମାନବୃଦ୍ଧି ଓ ସରକାରୀ ମହାବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆକର୍ଷଣ ବୃଦ୍ଧି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଏହାଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ…

ଉଦିତ ନାରାୟଣଙ୍କୁ ହତ୍ୟା ଧମକ

ଗାୟକ ଉଦିତ ନାରାୟଣଙ୍କୁ ହତ୍ୟା ଧମକ । ଦାଦାବଟି ଦାବୀ କରି ତାଙ୍କୁ ଏହି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଧମକ ବ୍ୟତୀତ ଉଦିତ ନାରାୟଣଙ୍କୁ ଅଜଣା ବ୍ୟକ୍ତି ଫୋନରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଅଶ୍ଲିଳ ଶବ୍ଦ ମଧ୍ୟ କହିଛି । ଉଦିତ ନାରାୟଣ ଘଟଣାକୁ ନେଇ ଅମ୍ବୋଲି ପୋଲିସ ନିକଟରେ…

ଗାନ୍ଧୀଙ୍କ ପାଇଁ ବିଜେପି କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ବର()  ଆଜି ଶୂନ୍ୟକାଳରେ ଗାନ୍ଧୀଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ବିଜେପି ନେତା ବିଷ୍ଣୁ ସେଠୀ ଗୃହରେ କଥା କଟାକଟି ମଧ୍ୟ ହୋଇଛନ୍ତି । ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ୍ ଗଡ଼୍ସେକୁ ନେଇ ଆଜି ପୁଣି ଥରେ…

କୁକୁଡା ପାଇଁ ହତ୍ୟାକାଣ୍ଡ

ରାଉରକେଲା()  ରାଉରକେଲାରେ କୁକୁଡା ପାଇଁ ଜଣେ ନାବାଳିକାକୁ ପିଟି ପିଟି ହତ୍ୟା କରାଯାଇଛି ।ମୃତକଙ୍କ ନାଁ ରୋଶନି ଡୁଙ୍ଗଡୁଙ୍ଗ। କୁକୁଡା ମୃତ୍ୟୁକୁ ନେଇ ଉତ୍ତକ୍ଷିତ ହୋଇପଡିଥିବା ପଡୋଶୀ ଗତକାଲି ରାତିରେ ନାବାଳିକା ଜଣକୁ ଆକ୍ରମଣ କରିଥିଲା । ଏଥିରେ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଛି ।…

୯ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ରାଜ୍ୟର ୯ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ୯ ଜିଲ୍ଲା ଗୁଡ଼ିକ ହେଉଛି କୋରାପୁଟ, ମାଲକାନଗିରି, ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ…

ଶସ୍ତା ହେଲା ସୁନା ରୂପା, ଆସନ୍ତୁ ଜାଣିବା …

ଭୁବନେଶ୍ୱର : ସୁନା କ୍ରେତାଙ୍କ ପାଇଁ ଖୁସି ଖବର । ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇଛି । ନିକଟରେ ସୁନା ଦର ବୃଦ୍ଧି ପାଇ ଆକାଶ ଛୁଆଁ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଆଜି ବଜାରରେ ୧୦ଗ୍ରାମ ସୁନା ମୂଲ୍ୟରେ ୫୦ଟଙ୍କା ହ୍ରାସ ପାଇଛି । ସୁନା ୧୦ଗ୍ରାମ ପିଛା ୫୦ଟଙ୍କା କମ ହୋଇ…