Odia News Portal
Monthly Archives

September 2019

ଭାରତର ଶକ୍ତିଶାଳୀ ତାଲିକାରେ ୪ ଓଡିଆ

ନୂଆଦିଲ୍ଲୀ()  ଭାରତର ଶକ୍ତିଶାଳୀ ତାଲିକାରେ ୪ ଓଡିଆ ଚେହେରା ।‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ତରଫରୁ କରାଯାଇଥିବା ‘ମୋଷ୍ଟ ପାୱାରଫୁଲ୍ ଇଣ୍ଡିଆନ୍ସ’ ସର୍ଭେ ରିପୋର୍ଟ ଅନୁସାରେ ଦେଶର ୧୦୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୪ ପ୍ରଭାବଶାଳୀ ଓଡ଼ିଆ । ଏମାନେ ହେଲେ ଓଡିଶା…

ବିଦେଶ ଯିବା ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ସାଂସଦ

 ଭୁବନେଶ୍ବର()  ଏଣିକି ବିଦେଶ ଗସ୍ତରେ ଯିବା ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ସାଂସଦ ଓ ବିଧାୟକ। ସରକାରୀ ଅଫିସର୍ ମଧ୍ୟ ଏଥିରୁ ବାଦ ପଡ଼ିବେନି । ଗସ୍ତର ତିନି ସପ୍ତାହ ପୂର୍ବରୁ ଏସମ୍ପର୍କରେ ବିଧିବଦ୍ଧ ବିବରଣୀ ଅର୍ଥ ବିଭାଗକୁ ଜଣାଇବାକୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର…

ବଦଳିଲା ବ୍ୟାଙ୍କ ଖୋଲିବାର ସମୟ; ଜାଣନ୍ତୁ

ଆସନ୍ତାକାଲିଠାରୁ ସମସ୍ତ ସରକାରୀ ବ୍ୟାଙ୍କର କାର୍ୟ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ । ପୂର୍ବରୁ ଏନେଇ କୁହାଯାଉଥିବା ବେଳେ ଆଜି ଏହାକୁ ନୀତିଗତ ଭାବେ ଲାଗୁ କରାଯିବା ନେଇ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିର ୧୫୬ ତମ ବୈଠକରେ ନିଷ୍ପତି ନିଆଯାଇଛି । ସରକାରୀ ବ୍ୟାଙ୍କ ଗୁଡ଼ିକ…

କୋଇଲା ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଭଦ୍ରକ : ଭଦ୍ରକରେ କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି। ତିହିଡି-ପାଳିଆ ମଧ୍ୟରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ଧାମରାରୁ ଭଦ୍ରକ ଅଭିମୁଖେ ଆସୁଥିଲା କୋଇଲା ବୋଝେଇ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଲାଇନଚ୍ୟୁତ ହେବାର କାରଣ ସ୍ପଷ୍ଟ ହୋଇନି ।ଧାମରା-ଭଦ୍ରକ ରେଳ ଚଳାଚଳ ବନ୍ଦ…

ଦିଲ୍ଲୀ ଓଡିଶା ଭବନ କର୍ମଚାରୀଙ୍କ କ୍ରୀତଦାସ ଅବସ୍ଥା

ଭୁବନେଶ୍ୱର : ଦିଲ୍ଲୀ ଓଡିଶାଭବନ ଓ ଓଡିଶା ନିବାସରେ କାର୍ଯ୍ୟରତ କର୍ମଚାରୀମାନେ ଏବେ କେଉଁ ବର୍ଗର ତାହା ନିଜେ ଜାଣିପାରୁ ନାହାନ୍ତି । ଦିଲ୍ଲୀ ସରକାରଙ୍କ ସୌଜନ୍ୟରୁ ଯଦିଓ କିଛିଟା ଅଧିକ ପାରିଶ୍ରମିକ ପାଉଛନ୍ତି କିନ୍ତୁ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ । ବର୍ଷର ଅଧିକାଂଶ ଦିନ…

ନବରାତ୍ରୀରେ ଖାଆନ୍ତୁ ‘ମୁଗ ଡାଲି ହାଲୱା’

ଆବଶ୍ୟ ସାମଗ୍ରୀ: ମୁଗ ଡାଲି, ଦେଶୀ ଘିଅ, ଚିନି, କାଜୁ, କିସ୍‌ମିସ୍‌, ବାଦାମ, ଖୁଆ ଓ ଅଳେଇଚ ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗ ଡାଲିକୁ ଧୋଇ ୪/୫ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରେଇ ରଖନ୍ତୁ। ବତୁରି ଯିବା ପରେ ଏହାକୁ ଖଦଡ଼ିଆ କରି ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ କଡ଼େଇରେ ଘିଅ…

ଅରୁପ ପଟ୍ଟନାୟକଙ୍କୁ ପଛରୁ ଛୁରୀ ମାରିଛନ୍ତି ଚଣ୍ଡାଶୋକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା ଓ ବିଜୁ ଜନତାଦଳ ସପକ୍ଷରେ ସର୍ବଧିକ ଭୋଟ ଥିବାବେଳେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ ହାରିଲେ କାହିଁକି ? ଏହା ଏବେ ବି ରାଜ୍ୟବାସୀ ଓ ବିଜେଡି ପ୍ରେମୀଙ୍କ ପାଇଁ କୋଟିଏ ଟଙ୍କାର ପ୍ରଶ୍ନ ହୋଇ ରହିଛି ।…

ସୁସ୍ମିତାଙ୍କ ଅଧୁରା ସ୍ବପ୍ନ, ଫଟୋ ଶେୟାର କରି ଲେଖିଲେ ଏମିତି

ବମ୍ବେ : ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ସୁସ୍ମିତା ବୟଫ୍ରେଣ୍ଡ୍‌ ଏବଂ ପାଳିତା କନ୍ୟାଙ୍କ ସହିତ ବର୍ତ୍ତମାନ ମାଳଦ୍ୱୀପରେ ଛୁଟି କଟାଉଛନ୍ତି। ବର୍ତ୍ତମାନ ସୋସିଆଲ…

କେବେ ଖାଇଛନ୍ତି ବନ୍ଧା କୋବି ଚଟଣି ?

ଆବଶ୍ୟକ ସାମଗ୍ରୀ: ବନ୍ଧା କୋବି, ରସୁଣ, ଅଦା, କଞ୍ଚାଲଙ୍କା, ରାଶି, ହଳଦୀ, ତେଲ, ଜିରା, ତେନ୍ତୁଳି ଓ ଲୁଣ । ପ୍ରସ୍ତୁତି ପ୍ରଣାଳି: ପ୍ରଥମେ ବନ୍ଧାକୋବିକୁ କାଟି ଭଲଭାବେ ଧୋଇ, ଛାଣି ରଖନ୍ତୁ। ଏବେ କରେଇ ଗରମ କରି ବିନା ତେଲରେ ରାଶିକୁ ଭାଜି ରଖନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି…

ଆସନ୍ତୁ ଜାଣିବା, ମସ୍ତିଷ୍କ ରେଖା କହି ଦିଏ କିଏ ଧନୀ, ଜ୍ଞାନୀ ଓ ନିର୍ଦ୍ଦୟୀ

ଭୁବନେଶ୍ୱର : ସମସ୍ତଙ୍କ ହାତ ପାପୁଲିରେ ତିନୋଟି ରେଖା ଦେଖିବାକୁ ମିଳିଥାଏ। ସେଗୁଡ଼ିକ ହେଲା ଜୀବନ ରେଖା, ମସ୍ତିଷ୍କ ରେଖା ଏବଂ ହୃଦୟ ରେଖା। ହସ୍ତରେଖା ବିଜ୍ଞାନୀଙ୍କ ମତରେ ଏହି ତିନୋଟି ରେଖା ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ମସ୍ତିଷ୍କ ରେଖା ଆପଣଙ୍କ ହାତ…