Odia News Portal
Monthly Archives

December 2019

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବବର୍ଷ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ବିଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସନି ମେହେଟ୍ଟାଙ୍କ ପରଲୋକ ଯୋଗୁଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଶୋକ ପାଳନ କରୁଛନ୍ତି। ଏହି କାରଣରୁ ବୁଧବାର ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ନବୀନ…

ନବୀନ ପଟ୍ଟନାୟକଙ୍କ ଭିଣୋଇ ସୋନି ମେହେତାଙ୍କ ପରଲୋକ

ଭୁବନେଶ୍ବର : Alfred A. Knopfର ଏଡିଟର ଇନ୍ ଚିଫ୍ ତଥା Knopf Doubleday Publishing Groupର ଚେୟାରମ୍ୟାନ୍ ସୋନି ମେହେତାଙ୍କ ପରଲୋକ । ୭୬ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ସେ ପ୍ରସିଦ୍ଧ ଲେଖିକା ଗୀତା ମେହେତାଙ୍କ ସ୍ବାମୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ।…

ଭିଜିଲାନ୍ସ ଜାଲରେ କୋଟିପତି କିରାଣି

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି । ମୁଖ୍ୟ କିରାଣି ହର ପ୍ରସାଦ ଆଚାର୍ଯ୍ୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଭବାନୀପାଟଣା ସ୍ଥିତ ରାମନଗର ପଡା, ମନ୍ଦାରବଗିଚା ପଡା ସମେତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତି ଠୁଳ…

ବଢିଲା ପାନ୍‌ ଓ ଆଧାର ଲିଙ୍କ୍‌ ସମୟ ସୀମା

ନୂଆଦିଲ୍ଲୀ : ବଢିଲା ପାନ୍‌ ଓ ଆଧାର ଲିଙ୍କ୍‌ ସମୟ ସୀମା । ବର୍ତ୍ତମାନ ୨୦୨୦ ମାର୍ଚ୍ଚ ୩୧ ଯାଏଁ ସମୟ ସୀମାକୁ ବୃଦ୍ଧି କରାଯାଇଛି । ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ ବା CBDT ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ୨୦୧୯ ଡିସେମ୍ବାର ୩୧ରେ ଏହି ସମୟ ସୀମା ଶେଷ ହେଉଥିବା ବେଳେ…

ଆଜିିଠୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: ଆଜିିଠୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ସହର ପାଲଟିବ ମଥୁରା ନଗରୀ । ଅମ୍ବାପାଲି ହେବ ଗୋପପୁର । ଦୁଇ ସହର ମଧ୍ୟରେ ପ୍ରବାହିତ ଜୀରା ନଈ ପାଲଟିବ ଯମୁନା । ଅମ୍ବାପାଲି ଓ ବରଗଡ଼ର ସବୁ ଲୋକ ପାଲଟିବେ ଜଣେ ଜଣେ କଳାକାର । ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ୧୧ ଦିନ ଧରି…

୨୦୧୯ରେ ରାଜ୍ୟ ପ୍ରଶାସନ ଦୃଶ୍ୟପଟ : ୫-ଟି ଓ ମୋ ସରକାର ସବୁଠାରୁ ଚର୍ଚ୍ଚିତ ପଦକ୍ଷେପ

ଭୁବନେଶ୍ୱର : ଆଜି ସରିଛି ୨୦୧୯ ମସିହା । ଏହି ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ ସହିତ ରାଜ୍ୟ ଶାସନରେ ରେକର୍ଡ କରିଥିବାବେଳେ ପ୍ରଶାସନରେ କିନ୍ତୁ ଦୁଇଟି ପଦକ୍ଷେପ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ତାହା ହେଉଛି ‘୫-ଟି’ ଓ ‘ମୋ ସରକାର’…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ଏକାଦଶ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ମନେ ମନେ ଭାବୁଥିବା କାମରେ ସଫଳତା ପାଇବେ। ପାରଷ୍ପରିକ ଉତ୍ତମ ବୁଝାମଣା ଏବଂ ଉତ୍ସାହ ଜନିତ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ। କାର୍ଯ୍ୟକୁଶଳତା କାରଣରୁ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ…

ଲୁକ୍ସ ଏବଂ ସେକ୍ସି ଅନ୍ଦାଜ ପାଇଁ ଚର୍ଚ୍ଚାରେ ସନି

ଅଭିନେତ୍ରୀ ସନି ଲିଓନି ବଲିଉଡ୍‌ର ସବୁଠାରୁ ସୁନ୍ଦର ଏବଂ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ପ୍ରାୟତଃ ନିଜର ଲୁକ୍ସ ଏବଂ ସେକ୍ସି ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ସନି ସବୁବେଳେ ନିଜର ପ୍ରିନ୍ସେସ୍‌ ଭଳି ବିଉଟି ଦ୍ୱାରା ଫ୍ୟାନ୍‌ମାନଙ୍କୁ ଦିଓ୍ଵାନା କରିବାରେ ସଫଳ…

ବନ୍ଧା ହେଲେ ସରପଞ୍ଚ

ବୌଦ୍ଧ : ବନ୍ଧା ହେଲେ ସରପଞ୍ଚ । ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଗିରଫ । ବୌଦ୍ଧ ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ । ବିବାହିତ ହୋଇ ମଧ୍ୟ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ୬ ବର୍ଷ ଧରି ପ୍ରେମ ସଂପର୍କ…

ଏହି ଅଭିନେତାଙ୍କୁ ଧୋକାବାଜ କହିଲେ କାଜୋଲ

ମୁମ୍ବାଇ() ଅଭିନେତ୍ରୀ କାଜୋଲ ସୈଫ ଅଲ୍ଲୀ ଖାନଙ୍କୁ ଟୁଇଟରରେ ଧୋକାବାଜ୍ କହିଛନ୍ତି। କାଜୋଲ ଟୁଇଟରରେ ଲେଖିଛନ୍ତି , ପ୍ରଥମେ ଓମକାରା ଫିଲ୍ମ ସମୟରେ ଏବେ ‘ତାହ୍ନାଜୀ’ ପ୍ରମୋଶନରେ ଧୋକା ଦେଲ। ‘ତାହ୍ନାଜୀ’ ଫିଲ୍ମରେ ସୈଫ୍ ଅଭିନୟ କରିଛନ୍ତି। କିନ୍ତୁ ଫିଲ୍ମର ଶୁଟିଂ ପରେ ନିଜ ପରିବାର ସହ…