Odia News Portal

କମିଲା ସୁନା ରୁପା ଦର ଜାଣନ୍ତୁ କେତେ ଦାମ୍ ରହିଛି

ଆଜି ସୁନା ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି ।ଗତକାଲି ଅପେକ୍ଷା ଆଜି ୨୫୦ ଟଙ୍କା କମିଛି ସୁନା ଦର ।ସୁନା ଦର ୧୦ ଗ୍ରାମ ପିଛା ୪୮୦୬୮ ଟଙ୍କାରେ ବିକ୍ରି ହେଉଛି । ସେହିପରି ରୁପା ଦର ପ୍ରତି କିଲୋ ପିଛା ୬୨୧୫୪ ଟଙ୍କା ରହିଛି।
ଦିନକୁ ଦୁଇ ଥର ସୁନା ଓ ରୂପା ଦର ଜାରି କରାଯାଇଥାଏ। ଥରେ ସକାଳେ ଓ ଆଉଥରେ ସନ୍ଧ୍ୟା ବେଳେ । ରୁପା ଦର ପ୍ରତି କିଲୋ ପିଛା ୬୨୧୫୪ ଟଙ୍କା ରହିଛି।