Odia News Portal

ଧୁମ୍ରପାୟୀ କଙ୍କଡା, ଦେଖନ୍ତୁ ଆଶ୍ଚର୍ଯ୍ୟକର ଭିଡିଓ…

ଜୀବଜନ୍ତୁ ନିଶାନେବା ବା ସିଗାରେଟ ଟାଣିବା ଆଶ୍ଚର୍ଯ୍ୟକର ହୋଇଥାଏ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସମୁଦ୍ରକୂଳରେ ଏକ କଙ୍କଡ଼ା ସିଗାରେଟ ଟାଣି ମୁଣ୍ଡ ବୁଲେଇଲା ଭଳି ଚାଲୁଥିବାର ଏହି ଭିଡ଼ିଓରେ ନଜର ଆସିଛି । ଉଲ୍ଳେଖଯୋଗ୍ୟ ଯେ ସମୁଦ୍ରକୂଳରେ କିଛି ସାଙ୍ଗ ମଉଜ ମସ୍ତି କରୁଥବବା ସମୟରେ ସେମାନଙ୍କ କ୍ୟାମରାରେ ଅଧାଖଣ୍ଡ ପଡ଼ିଥିବା ସିଗରେଟ ଏକ କଙ୍କଡ଼ା ଧରି ଟାଣୁଥିବାର କଏଦ ହୋଇଛି ।