Odia News Portal

ଟ୍ ଫିଗର୍କୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ , ଜାଣନ୍ତୁ …

ସନୀ ଲିୟନୀ ଠାରୁ ବି ଅଧିକ ହଟ୍ ପ୍ରେମା ମେହତା ।ଅଭିନେତ୍ରୀ ପ୍ରେମା ମେହତା ମସ୍ତୀଜାଦେ ଫିଲ୍ମରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅଭିନୟ କରି ସେ ଲାଇମ୍ଲାଇଟ୍କୁ ଆସିଥିଲେ। ପ୍ରେମା ମେହତା ତାଙ୍କ ସୁନ୍ଦରତା ଓ ହଟ୍ ଫିଗରକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ଥାନ୍ତି।ଏହା ବ୍ୟତୀତ ଟେଲି ସିରିଏଲ ମରଜାୱାରେ ମଧ୍ୟ ପ୍ରେମା ଅଭିନୟ କରିଛନ୍ତି।

ସୋସିଆଲ ମିଡିଆରେ ଅଧିକାଂଶ ସମୟ ସେ ତାଙ୍କ ହଟ୍ ଫଟୋ ପୋଷ୍ଟ କରନ୍ତି। ତେବେ କିଛି ଦିନ ତଳେ ପ୍ରେମାଙ୍କର ନୂଆ ଲୁକ୍ ଦେଖିବାକୁ ମିଳିଥିଲା। ପ୍ରେମା ନିଜ ୱିକେଣ୍ଡ ସେଲିବ୍ରେଟ କରିବା ପାଇଁ ମାଲଦୀଭ ଯାଇଥିଲେ।

ସେଠାରେ ତାଙ୍କର ହଟ୍ ଫଟୋସୁଟ୍ ହୋଇଥିଲା । ସ୍ବିମ୍ ସୁଟ୍ରେ ପ୍ରେମା ଖୁବ୍ ସେକ୍ସି ଓ ହଟ୍ ଲାଗୁଥିଲେ । ତାଙ୍କ ଆକର୍ଷିତ ଫିଗର୍ ଦର୍ଶକ ଖୁବ ପସନ୍ଦ କରିଥିଲେ।
ତାଙ୍କ ଫଟୋସୁଟ୍ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ତାଙ୍କୁ ବହୁତ ଲାଇକ୍ ଓ କମେଣ୍ଟ ମଧ୍ୟ ମିଳିଛି।