Odia News Portal

IFSC codeର ଫୁଲ୍ ଫର୍ମ ଜାଣନ୍ତୁ

ଦୈନିକ ଜୀବନରେ ଆମେ ଅନେକ ଶଦ୍ଧ ବ୍ୟବହାର କରୁ । ଏହି ଶଦ୍ଧର ମାନେ ତ ଆମେ ଜାଣିଥାଉ ହେଲେ ଏହାର ଫୁଲ ଫର୍ମ ଆମେ ଜାଣିନଥାଉ । ଆଜି ଆପଣଙ୍କୁ IFSC କୋଡ ର ଫୁଲ୍ ଫର୍ମ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କର ଦୈନିକ ଜୀବନ ଅଥବା ଇଣ୍ଟରଭ୍ୟୁରେ ଆସିଥାଏ। ଆସନ୍ତୁ ଜାଣିବା …

ବ୍ୟାଙ୍କରେ ଥିବା IFSC କୋଡ୍ ରେ IFSCର ଫୁଲ୍ ଫର୍ମ ହେଲା Indian Financial System Code ।