Odia News Portal

ସଂସଦ ଟିଭି ଆଙ୍କର ପଦରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ

ସଂସଦ ଟିଭି ଆଙ୍କର ପଦରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ । ଶିବସେନାର ରାଜ୍ୟସଭା ସାଂସଦ ପ୍ରିୟଙ୍କା ସଂସଦ ଟିଭିର ମେରୀ କାହାନୀ ସୋ’ର ଉପସ୍ଥାପିକା ଭାବେ ଦାୟିତ୍ୱ ତୁଲାଉଥିଲେ । ଅନ୍ୟ ୧୧ଜଣ ସାଂସଦଙ୍କ ସହ ପ୍ରିୟଙ୍କାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯିବା ପ୍ରତିବାଦରେ ସେ ଏଥିରୁ ଇସ୍ତଫା ଦେଇଥିବା ରାଜ୍ୟସଭା ଅଧ୍ୟକ୍ଷ ଡ. ଭେଙ୍କୟା ନାଇଡୁଙ୍କୁ ଚିଠି ଲେଖି ଜଣାଇଛନ୍ତି।