Odia News Portal

ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ

ପୁରୀ ବେଳାଭୂମିରେ ଲାଗିଲା ରେଡ ଫ୍ଲାଗ । ବେଳାଭୂମିକୁ ଜନସାଧାରଣଙ୍କୁ ଯିବା ଲାଗି ବାରଣ କରାଯାଇଛି । ଏଥିପାଇଁ ବେଳାଭୂମିରେ ରେଡ୍ ଫ୍ଲାଗ ଲାଗିଛି । ଦିଗାବାରେଣୀ ଖୁଣ୍ଟଠାରୁ ଲାଇଟ ହାଉସ ବେଳାଭୂମି ଯାଏଁ ରେଡ ଫ୍ଲାଗ ଏଞ୍ଚଳ ଭାବରେ ଘୋଷଣା ହୋଇଛି । ବେଳାଭୂମିରେ ପୁରୀ ଏସଆଇ ନିଜେ ବୁଲି ବୁଲି ଲୋକଙ୍କୁ ବାରଣ କରୁଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ଲ୍ଲ୍ା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆ ଯାଉଛି ।