Odia News Portal

ବସ୍ ଭିତରେ ମାସ୍କ ନପିନ୍ଧିଲେ ୫୦୦ ଫାଇନ୍


କରୋନା କଟକଣା ସତ୍ୱେ ଆଜି ମଧ୍ୟ ଦିନକୁ ଦିନ କରୋନା ବୃଦ୍ଧି ପାଉଛି । କରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାର ଏକ ନୂଆ ଆଇନ ଲାଗୁ କରିଛନ୍ତି । ଏଣିକି ବସ୍ ଭିତରେ ଯାତ୍ରା କଲେ ମାସ୍କ ବ୍ୟବହାର କରିବା ନିହାତି ଜରୁରୀ ହୋଇଛି । ଯଦି ଆପଣ ମାନେ ବସ୍ ଭିତରେ ଯାତ୍ରା କରିବା ସମୟରେ ମାସ୍କ ବ୍ୟବହାର ନକରୁଛନ୍ତି ତେବେ ୫୦୦ ଟଙ୍କା ଫାଇନ୍ ମଧ୍ୟ ଲାଗୁ କରାଯାଇଛି ।