Odia News Portal

ଫସେଇ ଦେଇଛନ୍ତି, ହାଇକୋର୍ଟ ଯିବୁ : ମୋକିମ୍‌

୩ ବର୍ଷ ଜେଲ୍‌କୁ ନେଇ ମୁହଁ ଖୋଲିଲେ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମ୍‌ଡି ମହମ୍ମଦ ମୋକିମ । ବ୍ୟବସାୟ କରି ବିରୋଧୀ ଦଳରୁ ରାଜନୀତି କଲେ ଏମିତି ସମ୍ମୁଖିନ ହେବାକୁ ପଡ଼େ । ଆଇଏସ୍ ବିନୋଦ କୁମାରଙ୍କୁ ସେତେବେଳେ ଟାର୍ଗେଟ କରି ଆମକୁ ଫସାଯାଇଛି । ଯେଉଁ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି, ସେହି କୋର୍ଟ ଜାମିନ୍ ବି ଦେଇଛନ୍ତି । ମୁଁ ଜାମିନ୍‌ରେ ଅଛି, ହାଇକୋର୍ଟ ଯିବି କହିଲେ ମହମ୍ମଦ ମୋକିମ ।