Odia News Portal

ବିଏମସିର ୨୫ଟି କେନ୍ଦ୍ରରେ କୋଭିଡ୍ ଟେଷ୍ଟ

ଭୁବନେଶ୍ୱରରେ ୨୫ଟି ୟୁପିଏଚସି/ୟୁସିଏଚସିରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା । ସକାଳ ୯ ଟାରୁ ୧୧ଟା ୩୦ ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଟେଷ୍ଟ ହେବ । କ୍ୟାପିଟାଲ ହସ୍ପିଟାଲରେ ସକାଳ ୮ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟେଷ୍ଟିଂ ହେବ । କୋଭିଡ୍ ଟେଷ୍ଟ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ତାଲିକା ପ୍ରକାଶ କଲା ବିଏମସି । ଯେଉଁମାନଙ୍କ ଠାରେ ଲକ୍ଷଣ ରହିଛି ଟେଷ୍ଟ କରାଇ ନେବାକୁ ପରାମର୍ଶ ।