Odia News Portal

ଜ୍ୟୋତିପ୍ରକାଶଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା

ଭୁବନେଶ୍ୱର: ଡ୍ରେନରେ ଭାସିଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ରିଲିଫ କୋଡ୍ ଅନୁସାରେ ମିଳିବ ମିଳିବ ସହାୟତା । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେପଟେ ବିରୋଧୀ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି କି ୫୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଉ । ଏବଂ ବିଜେପି ପକ୍ଷରୁ ଦାବି କରାଯାଇଛି କି ୧ କୋଟି ଟଙ୍କା ଦିଆଯାଉ ।