Odia News Portal

ସମୁଦ୍ରରେ ବୁଡି ଜଣେ ନିଖୋଜ

ଦିଗବାରିଣୀ ଖୁଣ୍ଟ ନିକଟରେ ସମୁଦ୍ରରେ ବୁଡି ଜଣେ ନିଖୋଜ । ନିଖୋଜ ଯୁବକ ପଶ୍ଚିମବଙ୍ଗର ରବି ସିଂ ହୋଇଥିବା ସୂଚନା ରହିଛି । ଦୁଇ ବନ୍ଧୁ ବୁଲିବାକୁ ଆସି ଗାଧୋଇବା ବେଳେ ବୁଡି ଯାଇଥିଲେ । ଅନ୍ୟ ଜଣେ ଯୁବକ ବିହାରର ସ୍ୱାଗତ ଚୈାଧୁରୀ ଉଦ୍ଧାର ହୋଇଛନ୍ତି ।