Odia News Portal

ଟ୍ରକ ଧକ୍କାରେ ୪ ମୃତ

ନୂଆପଡା ଜିଲ୍ଲା କ୍ରିଷ୍ଣା ଛକ ନିକଟରେ ଭୟାବହ ଦୁର୍ଘଟଣା ।  ବାଇକ କୁ ଟ୍ରକ ଧକ୍କା ଦେବାରୁ ଜଣେ ଶିଶୁ ସହ ଚାରି ଜଣ ମୃତ ଏବଂ ଜଣେ ଗୁରୁତର ।