Odia News Portal

ବିଧାନସଭାରେ ପାରିତ ହେଲା ଇଡକୋ ସଂଶୋଧନ ବିଲ୍

ଭୁବନେଶ୍ୱର() ଏଣିକି କାରଖାନାରେ ରାତିରେ ମହିଳାମାନେ କାର୍ଯ୍ୟ କରିପାରିବେ । ଏନେଇ ବିଧାନସଭାରେ ପାରିତ ହୋଇଛି ଇଡକୋ ସଂଶୋଧନ ବିଲ୍ । ଶିଳ୍ପାଞ୍ଚଳ ଭିତ୍ତିଭୂମି ସହ ସାମାଜିକ ଭିତ୍ତିଭୂମିର ବିକାଶ କରାଯିବ । କାରଖାନା ସଂଶୋଧନ ବିଲ୍ ୨୦୨୦ ବିଧାନସଭାରେ ପାରିତ ହୋଇଛି ।