Odia News Portal

ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ଠାବ

ଅଙ୍ଗ ନଦୀକୁ ଡେଇଁ ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ ଠାବ ହୋଇଛି । ବ୍ୟାଙ୍କ ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତଦେହ ଠାବ । ଜୁଲୁଣ୍ଡା ସ୍ଥିତ ଅଙ୍ଗନଦୀ କୂଳରୁ ବ୍ୟାଙ୍କ ଅଧିକାରୀଙ୍କ ମୃତ ଦେହ ଠାବ ହୋଇଛି । ୧୦ ତାରିଖରେ ଅଙ୍ଗ ନଦୀକୁ ଡେଇଁ ନିଖୋଜ ଥିଲେ ବ୍ୟାଙ୍କ ଅଧିକାରୀ । ବରପାଲି ସ୍ଥିତ ଏକ ବ୍ୟାଙ୍କ ରେ କାର୍ଯ୍ୟରତ ଥିଲେ ଦିବ୍ୟରଂଜନ ।