Odia News Portal

ଦୁଇ ସାଇବର ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ଫେସବୁକରେ ବନ୍ଧୁତା କରି ଚତୁରତାର ସହ ତପନ ଦାସ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୮୭ ଲକ୍ଷ ଟଙ୍କା ହଡପ କରି ନେଇଥିବା ଅଭିଯୋଗରେ ୨ଜଣ ସାଇବର ଠକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅଭିଯୋଗ କ୍ଦୁରମେ ଇଜଣ ସାଇବର ଠକ ହେଲେ ବିନୋଦ ସିଂ ଏବଂ ସଞ୍ଜୀବ କୁମାର । ଏମାନଙ୍କୁ ବାରିପଦା ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଛି ।