Odia News Portal

କାଲି ଉପବାଚସ୍ପତି ପଦ ପାଇଁ ହେବ ନିର୍ବାଚନ

ଭୁବନେଶ୍ୱର : ଉପବାଚସ୍ପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଆସନ୍ତା କାଲି ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଆଜି ବିଧାନସଭା ସଚିବଙ୍କ ନିକଟରେ ଇଚ୍ଛୁକ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ବୋଲି ସୂଚନା ପ୍ରକାଶ ପାଇଛି । ତେବେ ରଜନୀକାନ୍ତ ସିଂଙ୍କୁ ଉପବାଚସ୍ପତି ପାଇଁ ବିଜେଡି ପ୍ରାର୍ଥୀ କରିଛି ।