Odia News Portal

୧୦ ଦିନ ପାଇଁ ଲକ୍‌ଡାଉନ୍ ହେଲା କନ୍ଧମାଳ ଜିଲ୍ଲା

କନ୍ଧମାଳ : ଦିନକୁଦିନ କରାନା ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ ୧୦ ଦିନ ପାଇଁ କନ୍ଧମାଳ ଜିଲ୍ଲାରେ ଲକ୍‌ଡାଉନ୍‌ । ଆସନ୍ତାକାଲି ଠାରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡି. ବୃନ୍ଦା ।

ତେବେ ୭ଟାରୁ ଦିନ ଗୋଟାଏ ଯାଏ ପନିପରିବା, ଫଳ, କ୍ଷୀର ଓ ତେଜରାତି ଦୋକାନ ଖୋଲା ରହିବ । ଜରୁରୀ କାମ ଥିଲେ ପ୍ରଶାସନା ଅନୁମତି ନେଇ ଯାଇପାରିବେ । କନ୍ଧମାଳରେ ଆଜି ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।