Odia News Portal

ନାମାଙ୍କନ ପତ୍ର ଦାଖଲ କଲେ ଗମ୍ଭୀର

ଦିଲ୍ଲୀ ଲୋକସଭା ସିଟ୍ ରୁ ବିଜେପି ଟିକେଟରେ ଗମ୍ଭୀର ନିର୍ବାଚନ ଲଢିବାକୁ ଯାଉଛନ୍ତି । ଯେଉଁଥିପାଇଁ ସେ ଆଜି ନାମାଙ୍କନ ପତ୍ର ଭରିଛନ୍ତି ଏବଂ ଏହା ପୂର୍ବରୁ ସେ ପୂଜାପାଠ ମଧ୍ୟ କରିଥିଲେ । ଯାହାପରେ ରୋଡ୍ ଶୋ ମଧ୍ୟ କରିଥିଲେ ।

ରୋଡ ସୋ’ରେ କହିଥିଲେ ସେ ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ଆଗକୁ ବଢାଇବା ପାଇଁ କାମ କରିବେ ଏବଂ ଦେଶ ପାଇଁ କାମ କରିବେ । ପୂର୍ବ ଦିଲ୍ଳରେ ଗୌତମ ଗମ୍ଭୀରଙ୍କ ମୁକାବିଲା କଂଗ୍ରେସର ଅରବିନ୍ଦର ସିଂହ ଲବଲୀଙ୍କ ଏବଂ ଆପ୍ ର ଆତିଶିଙ୍କ ସହ ରହିଛି ।