Odia News Portal

କଂଗ୍ରେସର ୯ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଆଜି ସଂଧ୍ୟାରେ ଦିଲ୍ଲୀରେ ପହଁଞ୍ଚିବେ ରାଜ୍ୟ କଂଗ୍ରେସର ସମସ୍ତ ୯ ବିଧାୟକ । ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ଇଡି ନୋଟିସକୁ ନେଇ ରଣନୀତି ପ୍ରସ୍ତୁତି ପାଇଁ ଡାକରା ହୋଇଥିବା ଚର୍ଚ୍ଚା ହେଉଛି । ଏହାସହିତ ସଙ୍ଗଠନକୁ କିପରି ମଜବୁତ କରାଯିବ , ଆଗାମୀ ୨୦୨୪ ନିର୍ବାଚନ ପରେ ଦଳର ଆଭିମୁଖ୍ୟ ନେଇ ଆଲୋଚନା ହୋଇପାରେ ।