Odia News Portal

ସିରିଜ୍ ହାରିଲା ଭାରତ

କଲମ୍ବୋ: ଶେଷ ଟି-୨୦ ହାରିଲା ଭାରତ। ଏହା ସହ ସିରିଜ୍ ହାରିଲା ଦଳ। ପ୍ରଥମ ମାଚ ଜିତିଥିବା ବେଳେ ଶେଷ ୨ଟି ହାରିଛି ଭାରତ। ଆଜି ଭାରତ ପ୍ରଥମ ବାଟି କରି ମାତ୍ର ୮୧ ରନ କରିଥିଲା ଦଳ। ୮ ୱିକେଟ ହରାଇ ଭାରତ ୮୧ ରନ କରିଥିଲା। ଦଳ ପକ୍ଷରୁ କୁଲଦୀପ ଯାଦବ ଅଧିକ ରନ୍ କରିଛନ୍ତି। ଶ୍ରୀଲଙ୍କା ୧୪ ଓଭର ୩ଟି ବଲରେ ୩ଟି ୱିକେଟ ହରାଇ ଜିତିନେଇଛି। ଭାରତ ପକ୍ଷରୁ ରାହୁଲ ଚହର ୩ଟି ଯାକ ୱିକେଟ ନେଇଥିଲେ।