Odia News Portal

ପ୍ରକାଶ ପାଇଲା ପିପିଲି ଗଣଦୁର୍ଷ୍କମ ରାୟ

ପିପିଲିର ଗଣଦୁର୍ଷ୍କମ ଓ ହତ୍ୟା ମାମଲାରେ ସବୁ ଅଭିଯୁକ୍ତ ନିଦେ୍ର୍ଧାଶରେ ଖଲାସ ହୋଇଛନ୍ତି । ୨୦୧୧ ମସିହାରେ ସଂଗଠିତ ଏହି ମାମଲା ରାଜ୍ୟ ତଥା ରାଜ୍ୟ ବାହାରେ ହଇଚଇ ସୃଷ୍ଟି କରିଥିଲା । ଏହାକୁ ନେଇ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନ ପକ୍ଷରୁ ଏହାକୁ ନେଇ ସାରା ରାଜ୍ୟରେ ବ୍ୟବକ ଆନେ୍ଦାଳନ ହେଇଥିଲା । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜି ଏହି ରାୟ ଶୁଣାଇଛନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକାନ୍ତ ପ୍ରଧାନ ଓ ତାଙ୍କ ଭାଇ ପ୍ରଶାନ୍ତ ପ୍ରଧାନଙ୍କୁ ମଧ୍ୟ ଦୌରାଜଜ୍ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରିଦେଇଛନ୍ତି ।