Odia News Portal

ଏସ୍ ଆଇ ଟି ତଦନ୍ତ ଏକ ଐତିହାସିକ ନିଷ୍ପତି

ଭୁବନେଶ୍ୱର() ନୟାଗଡ଼ ଘଟଣାରେ ରାଜ୍ୟ ସରକାର ଏସ ଆଇ ଟି ତଦନ୍ତ ଲାଗି ନିର୍ଦ୍ଦେଶ ଦେବା କଗ୍ରେସ ଦଳର ନୈତିକ ବିଜୟ ଓ ବିଧାନସଭା ଇତିହାସରେ ଆଗରୁ କେବେ ହୋଇନଥିଲା ବୋଲି  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ସେ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ପରିବର୍ତ୍ତେ  ଏସ ଆଇ ଟି ଗଠନ କରିବାକୁ ହାଇକୋର୍ଟକୁ ଲେଖନ୍ତୁ ବୋଲି କଂଗ୍ରେସ  ଦଳ ବିଧାନସଭା ରେ ଦାବି କରିଥିଲା ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଆମ ଦାବି ଅନୁଯାୟୀ ଏସ ଆଇ ଟି ତଦନ୍ତ ଘୋଷଣା କରିଛନ୍ତି । ଏହା ଏକ ଐତିହାସିକ ନିଷ୍ପତି ।