Odia News Portal

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ପ୍ରଫେସର ସଞ୍ଜିବ ମିତ୍ତଲ ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ନୂତନ କୁଳପତି । ସଞ୍ଜିବ ମିତ୍ତଲଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ନିଯୁକ୍ତ ପ୍ରଦାନ କରିଛନ୍ତି ।

ପ୍ରଫେସର ସଞ୍ଜିବ ମିତ୍ତଲ ଆସନ୍ତା ୪ବର୍ଷ ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ଏବେ ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟରେ ଆକାଡେମିକ୍‌ ଆଫେୟାର୍ସର ନିର୍ଦ୍ଦେଶକ ଅଛନ୍ତି ପ୍ରଫେସର ମିତ୍ତଲ ।