Odia News Portal

ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲର ପୁନରୁଦ୍ଧାରକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ

ଭୁବନେଶ୍ୱର: ଆଜି କ୍ୟାବିନେଟ ବୈଠକରେ ଉପର ଦ୍ରାବତୀ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାର୍ଶ୍ବ କେନାଲ ର ପୁନରୁଦ୍ଧାର ଓ ପୁନଃପ୍ରତିଷ୍ଠା ୦୦ କି. ମି. ଠାରୁ ୪୧.୧୦ କି.ମି ପର୍ଯ୍ୟନ୍ତ ଗୃହିତ ବେଶରକୁ ୧୧୪୮,୧୨,୬୫,୮୯୪.୩୦ (ଏକ ଶହ ଅଠକାଲିଶ କୋଡି ବାର ଲକ୍ଷ ପଞ୍ଚଷଠି ହଜାର ଆଠ ଶହ ଚଉରାନବେ ଟଙ୍କା ତିରିଶ ପଇସା ) ରେ ଅନୁମୋଦନ ପ୍ରଦାନ କରାଯାଇଛି । ଏହାକୁ ୨୪ ମାସ ମଧ୍ୟରେ ଶେଷ କରାଯିବ ।

♦ ଓଡିଶା ସରକାର ଙ୍କ ନିଜସ୍ବ ପାଣ୍ଠିରୁ କାର୍ଯ୍ୟକାରୀ ହେଉଥିବା ନୂତନ ଯୋଜନା Canal Lining & System Rehabilitation Programme (CLSRP) ରେ ଏହି କାର୍ଯ୍ୟ ବି ରହିଛି ।

ପ୍ରକଳ୍ପର ଉପକାରିତା :

୧. ଏହି ପ୍ରକଳ୍ପ କଳାହାଣ୍ଡି ଜିଲାର ୪୨୪୫୫ ହେକ୍ଟର ର ଚାଷ ଜମିକୁ ନିଶ୍ଚିତ ଜଳସେଚନର ସୁବିଧା ପ୍ରଦାନ କରିବ ।

୨ ଏହି ପ୍ରକଳ୍ପ ଶେଷ ହେବା ପରେ ଉପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ବ କେନାଲ ପରିକଳ୍ପିତ ୫୦ କ୍ୟୁମେଜସ ଜଳଧାରଣ

କରିପାରିବ । ୩ . ଏହା ଦ୍ବାରା ଉପର ଇନ୍ଦ୍ରାବତୀ ସମ୍ପ୍ରସାରଣ କେନାଲ ମାଧ୍ୟମରେ କଳାହାଣ୍ଡି ଜିଲା ର ୧୫୨୬୦ ହେକ୍ଟର ଚାଷ ଜମିକୁ