Odia News Portal

ଉତ୍ତରପ୍ରଦେଶ ପାଇଁ ପାର୍ଥୀ ଘୋଷଣା

ୟୁପି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଗୋରଖପୁରରୁ ପ୍ରାର୍ଥୀ ହୋଇ ଲଢିବେ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଥମ ପର୍ୟ୍ୟାୟରେ ୧୦୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ଦ୍ୱିତୀୟ ପର୍ୟ୍ୟାୟରେ ୩୮ ଜଣଙ୍କର ନାଁ ପ୍ରକାଶ କରାଯାଇଛି । ସିରାଥୁରୁ ଲଢିବେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ । ଆଗ୍ରା ଗ୍ରାମାଞ୍ଚଳରୁ ଲଢିବେ ପୂର୍ବତନ ରାଜ୍ୟପାଳ ବେବିରାଣୀ ମୌର୍ୟ୍ୟ । ପ୍ରେସମିଟରେ ୟୁପି ଇନଚାର୍ଜ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା । ଘୋଷିତ ୧୦୭ ଆସନ ମଧ୍ୟରେ ୨୦ଟି ଜାଗାରେ ନୂଆ ମୁହଁ ।