Odia News Portal

ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ

ଆସାମ() ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କର ଆଜି ପରଲୋକ ଘଟିଛି । ତରୁଣ ଗୋଗୋଇ କରୋନାରେ ସଂକ୍ରମିତ ଥିଲେ । ସେ ୩ ଥର ଆସାମର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ସହ ୬ ଥର ଲୋକସଭା ସଂସଦ ଭାବେ ନିର୍ବାଚିତ ହୋଇଥିଲେ ।