Odia News Portal

ନିର୍ମଳାଙ୍କୁ ମିଳିଲା ଅର୍ଥ,ଜାଣନ୍ତୁ କିଏ କେଉଁ ବିଭାଗ …

ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗତକାଲି କେନ୍ଦ୍ରରେ ଆରମ୍ଭ ହେଲା ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ, ମୋଟ ୫୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ କେଉଁ ବିଭାଗ ପାଇଲେ ।

୧. ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ – ସାଧାରଣ ଅଭିଯୋଗ ଓ ପେନସନ୍, ପରମାଣୁ ଶକ୍ତି ଓ ଅନ୍ତରୀକ୍ଷ ମନ୍ତ୍ରାଳୟ

୨. ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ

୩. ଅମିତ ଶାହା – ଗୃହ ମନ୍ତ୍ରୀ

୪. ନୀତିନ ଗଡକରୀ – ପରିବହନ ମନ୍ତ୍ରୀ

୫.ସଦାନନ୍ଦ ଗୌଡ଼ା – ରସାୟନ ଓ ଉର୍ବରକ ମନ୍ତ୍ରାଳୟ

୬. ନିର୍ମଳା ସୀତାରମଣ – ଅର୍ଥ ମନ୍ତ୍ରାଳୟ

୭. ରାମ ବିଳାଶ ପାଶ୍ୱଓ୍ଵନ – ଖାଦ୍ୟ ଯୋଗାଣ ମନ୍ତ୍ରାଳୟ

୮. ନରେନ୍ଦ୍ର ସିଂହ ତୋମାର – କୃଷି ଓ କୃଷି କଲ୍ୟାଣ, ଗ୍ରାମୀଣ ବିକାଶ ଓ ପଂଚାୟତି ରାଜ

୯. ରବି ଶଙ୍କର ପ୍ରସାଦ – ଆଇନ୍, ସୂଚନା ଓ ପ୍ରଯୁକ୍ତ ବିଦ୍ୟା

୧୦. ହରସିମିରତ କୌର ବାଦଲ୍- ଖାଦ୍ୟ ପ୍ରକିୟା କରଣ ମନ୍ତ୍ରାଳୟ

୧୧. ଥାବର ଚାନ୍ଦ ଗେହଲତ୍ – ସାମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରାଳୟ

୧୨. ଏସ୍. ଜୟଶଙ୍କର – ବୈଦେଶିକ ମନ୍ତ୍ରୀ

୧୩. ରମେଶ ପୋଖରିଆଲ୍ – ମାନବ ସମ୍ବଳ ବିକାଶ ମନ୍ତ୍ରୀ

୧୪. ଶ୍ରୀ ଅର୍ଜୁନ ମୁଣ୍ଡା – ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ

୧୫. ସ୍ମୃତି ଇରାନୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ

୧୬. ଡକ୍ଟର ହର୍ଷବର୍ଦ୍ଧନ – ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ

୧୭. ପ୍ରକାଶ କେଶବ ଜାଓ୍ଵଡ଼େକର – ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

୧୮. ପିୟୁଷ ଗୋଏଲ – ରେଳ, ବାଣିଜ୍ୟ ଓ ଶିଳ୍ପ

୧୯. ଧର୍ମେନ୍ଦ୍ର ପ୍ରଧାନ – ପେଟ୍ରୋଲିୟମ, ପ୍ରାକୃତିକ ବାସ୍ପ ଇସ୍ପାତ୍

୨୦. ମୁକ୍ତାର ଅବାସ ନକଭି – ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ

୨୧. ପ୍ରହଲ୍ଳାଦ ଜୋଶୀ – ସଂସଦୀୟ ବ୍ୟାପରା, ଖଣି ଓ କୋଇଲା ମନ୍ତ୍ରୀ

୨୨. ଡକ୍ଟର ମହେନ୍ଦ୍ର ପାଣ୍ଡେ – ଦକ୍ଷତା ବିକାଶ ମନ୍ତ୍ରୀ

୨୩. ଡକ୍ଟର ଅରବିନ୍ଦ ସାଓ୍ଵନ୍ତ – ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ

୨୪. ଶ୍ରୀ ଗିରିରାଜ୍ ସିଂହ – ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ

୨୫. ଗଜେନ୍ଦ୍ର ସିଂହ ଶେଖାଓ୍ଵତ – ଜଳ ସମମ୍ପଦ ମନ୍ତ୍ରାଳୟ

ରାଷ୍ଟ୍ରମନ୍ତ୍ରୀ: (ସ୍ୱାଧୀନ ପାହ୍ୟା)

୨୬. ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର – ଶ୍ରମ ଓ ନିୟୋଜନ ( ସ୍ୱାଧୀନ )

୨୭. ରାଓ ଇନ୍ଦ୍ରଜିତ୍ ସିଂହ – ଯୋଜନା କାର୍ୟ୍ୟାନ୍ୱୟକ ରାଷ୍ଟ୍ରମନ୍ତ୍ରୀ

୨୮. ଶ୍ରୀପଦ ୟେସୋ ନାଇକ– ଆୟୁଷ ରାଷ୍ଟ୍ରମନ୍ତ୍ରୀ
୨୯. ଡକ୍ଟର ଜିତେନ୍ଦ୍ର ସିଂହ – ଚଗଙ, ଉତ୍ତରପୂର୍ବାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି ମନ୍ତ୍ରୀ

୩୦. କିରନ ରିଜିଜୁ – କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ

୩୧. ଶ୍ରୀ ପହଲ୍ଳାଦ ସିଂହ ପଟେଲ – ପର୍ୟ୍ୟଟନ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ

୩୨. ରାଜ କୁମାର ସିଂହ– ଶକ୍ତି ରାଷ୍ଟ୍ରମନ୍ତ୍ରୀ

୩୩. ହରଦୀପ ସିଂହ ପୁରୀ– ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ

୩୪. ମନସୁଖ ମାଣ୍ଡବ୍ୟ – ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ

ରାଷ୍ଟ୍ରମନ୍ତ୍ରୀ:

ଫଗନ ସିଂ କୁଲସ୍ତେ – ଇସ୍ପାତ ମନ୍ତ୍ରୀ

ଅଶ୍ୱିନୀ କୁମାର ଚୌବେ – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

ଅର୍ଜୁନ ରାମ ମେଘୱାଲ – ସଂସଦୀୟ ବ୍ୟାପାର, ଭାରିଶିଳ୍ପ ମନ୍ତ୍ରୀ

ଜେନେରାଲ ଭିକେ ସିଂହ – ପରିବହନ ଓ ରାଜପଥ ମନ୍ତ୍ରୀ

କ୍ରୀଷ୍ଣନପାଲ୍ ଗୁର୍ଜର – ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

ଦାନଭେ ରାଓସାହେବ ଦାଦାରାଓ- ଖାଦ୍ୟ ଯୋଗାଣ ମନ୍ତ୍ରୀ

ଜି. କିଶନ ରେଡ୍ଡୀ – ଗୃହ ମନ୍ତ୍ରୀ

ପରଷୋତ୍ତମ ରୁପାଲା- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ

ରାମଦାସ ଅଠାୱାଲେ -ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

ସାଧ୍ୱୀ ନିରଞ୍ଜନ ଜ୍ୟୋତି – ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ବାବୁଲ ସୁପ୍ରିଓ – ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ

ସଂଜୀବ ବାଲିଆନ – ପଶୁପାଳନ ଓ ମତ୍ସ୍ୟ ପାଳନ ରାଷ୍ଟ୍ରମନ୍ତ୍ରୀ

ଧୋତ୍ରେ ସଂଜୟ ସାମରାଓ – ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ

ଅନୁରାଗ ଠାକୁର – ଅର୍ଥ, କର୍ପୋରେଟ ବ୍ୟାପାର ମନ୍ତ୍ରୀ

ସୁରେଶ ଅଙ୍ଗାଡ଼ି – ରେଳ ମନ୍ତ୍ରୀ

ନିତ୍ୟାନନ୍ଦ ରାୟ – ଗୃହ ମନ୍ତ୍ରୀ

ରତନ ଲାଲ କାଟାରିଆ – ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ

ଭି. ମୁରଲୀଧରନ – ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର ମନ୍ତ୍ରୀ

ରେଣୁକା ସିଂହ ସାରୁତା – ଆଦିବାସୀ ବ୍ୟାପାର ମନ୍ତ୍ରୀ

ସୋମ ପ୍ରକାଶ – ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ

ରାମେଶ୍ୱର ତେଲି ହେଲେ – ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ

ପ୍ରତାପ ଷଡ଼ଙ୍ଗୀ – ଗଝଗଋ, ପ୍ରାଣୀ ଓ ଗୋ, ମତ୍ସ୍ୟ ସଂପଦ ମନ୍ତ୍ରୀ

କୈଳାସ ଚୌଧୁରୀ- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ

ଦେବଶ୍ରୀ ଚୌଧୁରୀ – ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ