Odia News Portal

ଜାଲରେ ପଡ଼ିଲା ବିରଳ ଶାଙ୍କୁଚ, ଦେଖନ୍ତୁ

କଟକ() କଟକ ଜିଲ୍ଲା ନିଆଳି ବିଳାଶୁଣୀ କନ୍ଦଳ ନଦୀରୁ ଏକ ସାମୁଦ୍ରିକ ଶାଙ୍କୁଚ ଉଦ୍ଧାର ହୋଇଛି। ପ୍ରଥମ ଥର ପାଇଁ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି ୨ରୁ ୩ କ୍ବିଣ୍ଟାଲ ଓଜନର ଶାଙ୍କୁଚ ।

ସୂଚନାଅନୁସାରେ, ଆଜି ସକାଳେ ବାଲିକୁଦା ପୋଲ ନିକଟରେ ମତ୍ସ୍ୟଜୀବୀମାନେ ମାଛ ମାରୁଥିବା ସମୟରେ ଜାଲରେ ଏହି ଶାଙ୍କୁଚ ପଡ଼ିଥିବା ଜଣାପଡ଼ିଛି । ଜାଲରେ ପଡିଥିବା ଏହି ଶାଙ୍କୁଚକୁ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବେଶ ଭିଡ଼ ଜମିଛି। ଶଙ୍କୁଚକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର ଦିଆଯାଇଛି ।