Odia News Portal

ପୁଣି ୧୨ କୋଟି ଟଙ୍କାର ଡକାୟତି

କଟକ() କଟକରେ ଏକ ବ୍ୟାଙ୍କରୁ ୧୨ କୋଟି ଟଙ୍କାର ଡକାୟତି । ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ  ଆଜି ସକାଳେ ଡକାୟତି ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି କଟକ ଡିସିପି ପ୍ରତୀକ ସିଂ । ସିସିଟିଭି ଫୁଟେ ଆଧାରାରେ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି ।