Odia News Portal

ରଥଯାତ୍ରା ପାଇଁ ପୋଲିସ ଅଧିକାରୀଙ୍କ ବୈଠକ

ପୁରୀ()  ୩ ଦିନ ପରେ ବିଶ୍ବପ୍ରସିଦ୍ଧ ଘେ।ଷଯାତ୍ରା ।ଏଥି ପାଇଁ ଆଜି ପେ।ଲିସ ଡ଼ିଜି ଆର. ପି ଶର୍ମା, ରାଜ୍ୟର ସବୁଠାରୁ ବଡ଼ ବନ୍ଦେ।ବସ୍ତର ସମୀକ୍ଷା କରିଛନ୍ତି । ୧୫୦ରୁ ଅଧିକ ପ୍ଲାଟୁନ୍ ଫେ।ର୍ସ ସହ ସିଆରପିଏଫ, ଆର.ଏ.ଏଫ ଭଳି କେନ୍ଦ୍ରୀୟ ଫେ।ର୍ସ ମୃତୟନ କରାଯିବ । ସଂପୁର୍ଣ୍ଣ ରଥଯାତ୍ରାକୁ ସିସିଟିଭି ଓ ଇଣ୍ଟିଗ୍ରେଟେଡ଼୍ କଣ୍ଟ୍ରେ।ଲ ରୁମ୍ ମାଧ୍ୟମରେ ନିୟନ୍ତ୍ରଣ କରାଯିବ ।

ସେହିଭଳି ପୁରୀ ଆକାଶରେ ନେ। ଫ୍ଲାଇଂ ଅବଜେକ୍ଟ ପାଇଁ କେନ୍ଦ୍ରର ଅନୁମତି ମଗାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ମେ।ବିଲିଟି ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ସହ ଗହଳି ନିୟନ୍ତ୍ରଣ ପାଇଁ ୪୦ ପ୍ଲାଟୁନ୍ ପେ।ଲିସ ଫେ।ର୍ସ ମୃତୟନ କରାଯିବ ।