Odia News Portal
Browsing Tag

accident

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବାକୁ ଧକ୍କା ଦେଲା ବସ ;୫ଗୁରୁତର ୨୦ ଆହାତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଓ୍ବାକୁ ଧକ୍କା ଦେଲା ବସ , ୫ଗୁରୁତର ୨୦ ଆହାତ । ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର କରଞ୍ଜିଆ ଗ୍ରୀଡ଼ ନିକଟରେ। ଆଜି ଦିନ ପ୍ରାୟ ୧୧ ଟା ସମୟରେ କଲ୍ୟାଣି ନାମକ ଘରୋଇ ବସ ଏକ…

କୋଣାର୍କ ନିମାପଡା ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକ୍କାରେ ହରିଣ ମୃତ

ଅଜଣା ଗାଡି ଧକ୍କାରେ ହରିଣ ମୃତ୍ୟୁ । କୋଣାର୍କ ନିମାପଡା ମୁଖ୍ୟ ରାସ୍ତା ଗୋପ ନିଳକଣ୍ଠେଶ୍ୱର ମନ୍ଦିର ନିକଟରେ ଏକ ଅଜଣା ଗାଡି ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି । ମୃତ ଅଣ୍ଡିରା ହରିଣର ବୟସ ୪ ବର୍ଷ ହେବ ବୋଲି ଜଣାପଡିଛି । ଗୋପ ବନବିଭାଗ କର୍ମଚାରୀ ମାନେ ମୃତ ହରିଣକୁ ଉଦ୍ଧାର କରି…

ଜାଗର ଯାତ୍ରା ହେଲା ଶେଷ ଯାତ୍ରା

ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଯାଜପୁର ଜିଲ୍ଲା ଚଣ୍ଡିଖୋଲର ପ୍ରସିଦ୍ଧ ଶୈବପୀଠ ମହାବିନାୟକଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଦମ୍ପତି ଦୁର୍ଘଟଣାଗ୍ରସ୍ତ । ଯାହାଫଳରେ ଘଟଣାସ୍ଥଳରେ ହିଁ ନବବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା…

ଟ୍ରକ ଧକ୍କାରେ ଓଲଟିଲା କାର୍

ଢେଙ୍କାନାଳ: ଢେଙ୍କାନାଳ ଜିଲା ସଦର ଥାନା ବାରଦା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ଏକ କାର୍ କାମାକ୍ଷାନଗର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ମିନିଟ୍ରକ୍ ସହିତ ଧକ୍କା ଦେଇଥିଲା । ଏଥିରେ କାର୍ଟି ରାସ୍ତା ତଳକୁ…

ବିକାନେର ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି

ବିକାନେର-ଗୁଆହାଟି ଏକ୍ସପ୍ରେସ ଦୁର୍ଘଟଣାରେ ଘଟଣାରେ ଆଜି ସରିଲା ଉଦ୍ଧାର କାର୍ୟ୍ୟ । ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏଥିସହ ୩୬ ଆହତଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରେନରେ ଥିବା ବାକି ଯାତ୍ରୀଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଗୁଆହାଟି ସ୍ଥାନାନ୍ତର…

ଦୁର୍ଘଟଣାରେ ତିନି ବାଇକ୍ ଆରେହୀଙ୍କ ମୃତ୍ୟୁ

ଏମିତି ବି ଆସେ ମୃତ୍ୟୁ। ଝିଅର ଦେହ ଖରାପ କଥା ଶୁଣି ରାତାରାତି ଧାଇଁ ଆସୁଥିଲା ବାପା । ସାଙ୍ଗରେ ଥିଲେ ଦୁଇ ବନ୍ଧୁ । କେମିତି ଘରେ ପହଁଚିବେ, ଆଉ ଅଲିଅଳି ଝିଅକୁ ନେଇ ଡାକ୍ତରଖାନାକୁ ଚେକଅପ୍ ପାଇଁ ଯିବେ। ମନଖାଲି ଘାଣ୍ଟି ହେଉଥିଲା ତାଙ୍କର। ହେଲେ କିଏ ଜାଣିଥିଲା ବାଟରେ ଜଗିବସିଥିଲା…

ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା

ଗଞ୍ଜାମ ରୁ ପିକନିକ ଯାଉଥିବା ଏକ ଗାଡ଼ି ବାଲୁଗାଁ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଥିବା ଏବଂ ଏଥିରେ ରଙ୍ଗେଇଲୁଣ୍ଡା ଅଞଳର ତିନି ଜଣ ଛାତ୍ର ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ମାନଙ୍କୁ ଗଭୀର ସମବେଦନା…

ଦୁର୍ଘଟଣାର ଶୀକାର ହେଲେ ଅର୍ଶୀ ଖାନ୍

ବିଗ୍ ବସ୍ ଫେମ୍ ଅର୍ଶୀ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ କାର ଦୁର୍ଘଟଣାରେ ଅଭିନେତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ଦିନ ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। …

ଦୁର୍ଘଟଣାରେ ଚାଲିଗଲା ୯ ଜୀବନ

ଗୌହ୍ୱାଟୀ: ଏମିତି ବି ଆସିପାରେ ମୃତ୍ୟୁ । ଖୁସିରେ ଯାଉଥିବାବେଳେ ଘଟିଥିଲା ଦୁର୍ଘଟଣା । ଚାଲିଗଲା ୯ ଜଣଙ୍କ ଜୀବନ । ଟ୍ରକ୍ ଓ ଅଟୋରିକ୍ସା ଧକ୍କା ହେବାଫଳରେ ଏହି ବଡ଼ୁ ଧରଣର ଦୁର୍ଘଟଣା ଘଟିଯାଇଥିବା ସୂନଚା ରହିଛି । ଯାହାପରେ ଏହି ଦୁର୍ଘଟଣାରେ ୯ ଜଣଙ୍କ ପ୍ରାଣ ଚାଲିଯାଇଥିବା ଜଣାପଡ଼ିଛି ।…

ବାଇକ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ

କେନ୍ଦୁଝର: ଏମିତି ବି ଆସିପାରେ ମୃତ୍ୟୁ । ଅପେରା ଦେଖି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଚାଲିଗଲା ୩ଜଣ ଯୁବକଙ୍କ ଜୀବନ । କେଉଁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ତିନିଟି ବିଭିନ୍ନ ସମୟରେ ବାଇକ୍ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ…