Odia News Portal
Browsing Tag

airport

ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର

ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର। ତ୍ୱରିତ ଭାବେ ଏହାର ନିର୍ମାଣ ନେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ୨୦୨୪ ଜାନୁଆରୀ ସୁଦ୍ଧା ଅନ୍ତଃରାଜ୍ୟ ବିମାନବନ୍ଦର କାର୍ଯ୍ୟକ୍ଷମ ହେବ। ମାଲକାନଗିରି ଜିଲ୍ଲା ରାଜ୍ୟ…

କୁହୁଡି ପାଇଁ ବାଧା ପ୍ରାପ୍ତ ହେଲା ବିମାନ ସେବା

ରାଜଧାନୀରେ ଶୀତୁଆ ସକାଳକୁ ଘନ କୁହୁଡି ଛାଇ ଯାଇଥିଲା । ଚଳିତ ବର୍ଷ ଘନ କୁହୁଡି ପାଇଁ ବାଧାପ୍ରାପ୍ତ ହୋଇଛି ବିମାନ ସେବା । ଇଣ୍ଡିଗୋ ୨୧୭୮ ବିମାନ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା । କିନ୍ତୁ ଘନ କୁହୁଡି ପାଇଁ ଏହି ବିମାନକୁ ରାୟପୁରକୁ ଡାଇଭର୍ଟ କରାଯାଇଥିଲା । ଦେଢଶହ ମିଟର ଦୃଶ୍ୟମାନ…

ଭୁବନେଶ୍ୱର ଏୟାରପୋର୍ଟରେ ଲେଜର ଆକ୍ରମଣ ଭୟ

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲେଜର ଆକ୍ରମଣ ଭୟ। ଭୁବନେଶ୍ବର ବିମାନବନ୍ଦର ପ୍ରତି ଲେଜର ଓ ଡ୍ରୋନ ଆକ୍ରମଣର ଭୟ ରହିଛି। ବିଭିନ୍ନ ସମୟରେ ବିମାନବନ୍ଦରର ସୁରକ୍ଷାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଥିବାବେଳେ ଖୋଦ ବାଣିଜ୍ୟ ଓ ପରିବହନ ବିଭାଗ ଏନେଇ…

ଭୁବନେଶ୍ୱରରୁ ଜୟପୁର ଏବଂ ରାଜସ୍ଥାନକୁ ଉଡିବ ବିମାନ

ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ । ଏବେ ଆପଣ ଭୁବନେଶ୍ୱରରୁ ସିଧାସଳଖ ଭାବରେ ରାଜସ୍ଥାନର ରାଜଧାନୀ ଜୟପୁରକୁ ଯାତ୍ରା କରିପାରିବେ । ଭୁବନେଶ୍ବରରେ ଏବେ ୧୧ଲକ୍ଷ ରାଜସ୍ଥାନବାସୀ ରହୁଥିବା ବେଳେ ସେମାନଙ୍କୁ ଜୟପୁର ଯିବା ପାଇଁ ଏବେ କୌଣସି ସମସ୍ୟା ହେବ ନାହିଁ ।…

କାବୁଲ ଏୟାରପୋର୍ଟ ଗେଟରେ ବିସ୍ଫୋରଣ

କାବୁଲ: କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ବିସ୍ଫୋରଣ ହେବା ମାତ୍ରେ ଲୋକେ ଦୌଡିଥିବା ବେଳେ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି । ପରିସ୍ଥିତି ବର୍ତମାନ ସେଠାରେ ସଙ୍ଗୀନ ହେବାରେ ଲାଗିଛି । ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଭାରତ, ଆମେରିକା…

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର । ଅଗଷ୍ଟ ୧୫ ପାଇଁ ରେଡ୍ ଆଲର୍ଟକୁ ଜାରି କରାଯାଇଛି । ଅଗଷ୍ଟ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଂଜନ ବେଉରିଆ ସୂଚନା ଦେଇଛନ୍ତି । ଦିଲ୍ଲୀ ବିମାନବନ୍ଦର ଉଡାଇ ଦେବାକୁ ଧମକ…

ଦିଲ୍ଲୀ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରକୁ ବିସ୍ଫୋରଣରେ ଉଡ଼ାଇବାକୁ ଧମକ । ଦିଲ୍ଲୀ ପୋଲିସକୁ ଅଲକାଏଦାର ଇ-ମେଲ୍ ଯୋଗେ ଧମକ । ୩ଦିନ ଭିତରେ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ ଦିଆଯାଇଛି । ମେଲ ପଠାଇଥିବା ସନ୍ଦିଗ୍ଧ ନିଜକୁ ଅଲକାଏଦା ସଦସ୍ୟ କହୁଛି । ମେଲ ମିଳିବା ପରେ ବିମାନବନ୍ଦରରେ କଡ଼ା ସୁରକ୍ଷା…

୨୦୨୨ରୁ ପୁରୀକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଘଟିଛି ବହୁ ପ୍ରତୀକ୍ଷାର ଅନ୍ତ । ୨୦୨୨-୨୩ ବେଳକୁ ପୁରୀକୁ ବିମାନ ଉଡ଼ିବା ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସବୁ ଠିକଠାକ ଚାଲିଲେ ପୁରୀକୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜଳ ରହିଛି । ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ…

ଜମ୍ମୁ ଏୟାରପୋର୍ଟ ନିକଟରେ ବିସ୍ଫୋରଣ, ୨ ଯବାନ ଆହତ

ଜମ୍ମୁ-କାଶ୍ମୀର: ଜାମ୍ମୁର ଏୟାରଫୋର୍ସ ଷ୍ଟେସନରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ବିସ୍ଫୋରଣ ଜାମ୍ମୁ କାଶ୍ମୀରରୁ ନେଇ ଦିଲ୍ଲୀ ଯାଏଁ ସୁରକ୍ଷା ବାହିନିର ନିଦ ହଜେଇ ଦେଇଛି। ଏହା ଆତଙ୍କୀ ଆକ୍ରମଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହା ଏକ ଆତଙ୍କୀ ଆକ୍ରମଣ ଥିଲା କି ଅନ୍ୟ କୌଣସି…

ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ନେଇ ସର୍ଭେ

ପୁରୀ: ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ ପୁରୀରେ ଏୟାରପୋର୍ଟ ନିର୍ମାଣ ଲାଗି ବହୁଦିନ ହେବ ଚର୍ଚ୍ଚା ହେଉଥିଲା । ବିମାନବନ୍ଦର ନିର୍ମାଣ ଲାଗି ଯେଉଁସ୍ଥାନ ପ୍ରସ୍ତାବ ଦିଆଯାଇଥିଲା ଆଜି ସେଠାରେ ସର୍ଭେ ହୋଇଥିବା ସୂଚନା ମିଳିଛି । ଏୟାରପୋର୍ଟ ଅଥରିଟି ପକ୍ଷରୁ ଏହି ସର୍ଭେ ଆରମ୍ଭ ହୋଇଥିବା ସୂଚନା…