Odia News Portal
Browsing Tag

Amitabh Bachchan

କରୋନା କାଳରେ ସାମ୍ବାଦିକଙ୍କୁ ସାହାଯ୍ୟ କଲେ ବିଗ୍ ବି

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ ସିନେ ତାରକା ମାନେ ମଧ୍ୟ ନିଜ ନିଜ ସ୍ତରରେ ବିଭିନ୍ନ ଉପାୟରେ ସାଧାରଣ ଜନତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି |କରୋନା ସଙ୍କଟ ସମୟରେ ଲୋକଙ୍କୁ ଉତ୍ସାହିତ କରିବା ସହିତ ଅଭିନେତାମାନେ ସେମାନଙ୍କୁ ଆର୍ଥିକ…

ଆଇସୋଲେସନରେ ଅମିତାଭ ବଚ୍ଚନ

ମୁମ୍ବାଇ() ଅଭିନେତା ଅମିତାଭ ବଚ୍ଚନଙ୍କ ଏକ ଟ୍ବିଟ୍ ଏବଂ ଭିଡିଓ ଜୋରଦାର ଭାଇରାଲ ହେଉଛି।କରୋନା ଭାଇରସର ପ୍ରକୋପ ଯୋଗୁଁ କେତେକ ବଲିଉଡ ଷ୍ଟାର ନିଜକୁ ଘରେ ପ୍ୟାକ୍ କରି ନେଇଛନ୍ତି। ଏହି ତାଲିକାରେ ଏବେ ଶେହନଶାହ ଅମିତାଭ ବଚ୍ଚନଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି। ବଲିଉଡର ସୁପରଷ୍ଟାର ଅମିତାଭ…

ପତ୍ନୀଙ୍କ ଫଟୋ ଶେୟାର କରି ଏମିତି କଥା ଲେଖିଲେ ଅମିତାଭ

ମୁମ୍ବାଇ() ସୋସିଆଲ ମିଡିଆରେ ନିଜ ପତ୍ନୀଙ୍କ ଫଟୋ ଛାଡି ଚର୍ଚ୍ଚାରେ ମହାନାୟକ ଅମିତାଭ ବଚ୍ଚନ । ସେ ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ଜୟାଙ୍କର ଏକ ପୁରୁଣା ଫଟୋ ଶେୟାର କରିଥିବା ଦେଖାଯାଇଛି। ଏହା ବେଙ୍ଗଲି ଫିଲ୍ମ ଡକ୍ଟର ବାବୁ ସମୟର। ଏହି ଫଟୋଟି ଶେୟର କରିବା ସହ ଅମିତାଭ ଲେଖିଛନ୍ତି, ଏହି…

ଏହି ଅଭିନେତ୍ରୀଙ୍କ ପ୍ରଶଂସା କଲେ ଅମିତାଭ , କାହିଁକି ଜାଣନ୍ତୁ

ମୁମ୍ବାଇ() ସୁପରଷ୍ଟାର ଅମିତାଭ ବଚ୍ଚନ ବଲିଉଡ୍ ନାୟିକା ତନୁଶ୍ରୀ ଦତ୍ତଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି। ‘କୌନ ବନେଗା କରୋଡପତି’ କାର୍ୟ୍ୟକ୍ରମରେ ଜଣେ ପ୍ରତିଯୋଗୀଙ୍କୁ #ମିଠୁକୁ ନେଇ ପ୍ରଶ୍ନ କରାଯାଇଥିଲା। ପ୍ରଶ୍ନଟି ଥିଲା ବଲିଉଡ୍ର କେଉଁ ବିୟୁଟି ପ୍ରଥମେ #ମିଠୁକୁ ନେଇ ମୁହଁ…

ବାପାଙ୍କ ସର୍ତ୍ତରେ ବିବାହ କରିଥିଲେ ଏହି ଅଭିନେତା,ଆଉ ତାପରେ କଣ ହେଲା ଜାଣନ୍ତୁ… 

ମୁମ୍ବାଇ () ଅମିତାଭ ଜୟାଙ୍କୁ ଫିଲ୍ମର ଶୁଟିଂ ସମୟରେ ଭେଟିଥିଲେ। ଉଭୟ ଏକାଠି କାମ କରିବା ସମୟରେ ପ୍ରେମରେ ପଡ଼ିଥିଲେ। ପରେ ଦୁହେଁ ଦୁହିଁଙ୍କୁ ଭେଟିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଜୟା ଅନ୍ୟ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଅମିତାଭ ସେଠାରେ ପହଞ୍ଚି ଯାଉଥିଲେ। ମାତ୍ର ଉଭୟଙ୍କ…

ଅସୁସ୍ଥ ଅଛନ୍ତି ବିଗ ବି

ମୁମ୍ବାଇ ()  ପ୍ରତିଦିନ ଫିଟ୍ ଏବଂ ଆକ୍ଟିଭ ଦେଖାଯାଉଥିବା ଅମିତାଭଙ୍କ ୭୫ ପ୍ରତିଶତ ଯକୃତ ଖରାପ ହୋଇଯାଇଛି । ସେ ଏବେ ୨୫ ପ୍ରତିଶତ ଠିକ୍ ଥିବା ଯକୃତ ସାହାଯ୍ୟରେ ବଞ୍ଚିଛନ୍ତି । ଏକ କାର୍ୟ୍ୟକ୍ରମ ସମୟରେ ବିଗ୍ ବି ନିଜେ ଏହି ସତ୍ୟତାର ପର୍ଦ୍ଦାଫାସ୍ କରିଛନ୍ତି । ବିଗ୍ ବି କହିଥିଲେ କି,…