Odia News Portal
Browsing Tag

anasara niti

ଆଜି ମହାପ୍ରଭୁଙ୍କ ଲାଗି ହେବ ଓଷ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଷିତ ଜଳରେ ଗାଧୋଇବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଅଣସର ଘରେ ଗୁପ୍ତରେ ଚାଲିଛି ଚିକିତ୍ସା । ଗତକାଲି ପଞ୍ଚମ ଦିରେ ଶ୍ରୀଜିଉଙ୍କ ଉପସମ ଲାଗି ଫୁଲୁରୀ ତେଲା ଲାଗି ହୋଇଥିଲା । ଆଜି ଷଷ୍ଠ ଦିନରେ ଓଷ ବା ଔଷଧ ଲାଗି ହେବ । ରାଜ ବୈଦ୍ୟଙ୍କ…

ଆଜି ଶ୍ରୀଜିୟୁ ଶ୍ରୀଅଙ୍ଗରୁ ଖୋଲିବ ଓଦାବସ୍ତ୍ର

ପୁରୀ: ଅସୁସ୍ଥ ହୋଇ ଅଣସରରେ ଅଛନ୍ତି ଶ୍ରୀଜୀଉ । ଅଣସର ପିଣ୍ଡିରେ ଚାଲିଛି ଶ୍ରୀବିଗ୍ରହଙ୍କ ସେବା। ଆଜି ମହାପ୍ରଭୁଙ୍କ ଓଦାବସ୍ତ୍ର ଫିଟା ନୀତି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଫିଟିବ ଓଦାବସ୍ତ୍ର । ଗୋପନ ନୀତିର ଓଦାବସ୍ତ୍ର ଫିଟିବା ପରେ ଚକଟା ଭୋଗ, ପଣା ଭୋଗ ଲାଗି ପରେ ବେହରଣ ଦ୍ୱାର ଖୋଲିବ।…

କୋଭିଡ କଟକଣା ମଧ୍ୟରେ ଚାଲିଛି ଅଣସର ନୀତି

ପୁରୀ: କୋଭିଡ କଟକଣା ମଧ୍ୟରେ ଚାଲିଛି ମହାପ୍ରଭୁଙ୍କ ଅଣସର ନୀତି । ଅଲାରନାଥରେ ଶ୍ରୀଜିଉଙ୍କ ଅଣସର ନୀତି ଚାଲିଛି । କଟକଣା ଲାଗି ବିନା ଭକ୍ତରେ ଚଳିତବର୍ଷ ନୀତି କରାଯାଉଛି । ପୂର୍ବ ବର୍ଷ ଗୁଡ଼ିକରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଅଲାରନାଥ ମନ୍ଦିରରେ ଲାଗୁଥିଲା ପ୍ରବଳ ଭିଡ଼ । ମାତ୍ର ଚଳିତ ବର୍ଷ…