Odia News Portal
Browsing Tag

anubhab-mohanty

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ପୋଷ୍ଟ, ଜାଗୃତିଙ୍କ ସହ ଫଟୋ ପୋଷ୍ଟ କରି ଏମିତି ଲେଖିଲେ ସାଂସଦ

ଭୁବନେଶ୍ୱର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ସୁନ୍ଦର ଅଭିନୟ ତ ଆଉ କେତେବେଳେ ପାରିବାରିକ କଳହ । ବର୍ଷାଙ୍କ ସହ ତାଙ୍କର ପାରିବାରିକ ମାମଲାର ଅନ୍ତ ଘଟି ନଥିବାବେଳେ ଅନୁଭବ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ…

ଆସନ୍ତା ୨୭ରେ ବର୍ଷା-ଅନୁଭବ ମାମଲାର ପରବର୍ତ୍ତୀ ଶୁଣାଣୀ

କଟକ: ତୁଟୁନି ବିବାଦ । ଶୁଣାଣୀ ପରେ ପରେ ଶୁଣାଣୀ ହେଉଥିଲେ ସୁଦ୍ଧା ଷ୍ଟାର କପୁଲ ବର୍ଷା ଓ ଅନୁଭବଙ୍କ ବିବାଦର କୌଣସି ନିସ୍କର୍ଷ ବାହାରି ପାରୁନାହିଁ । ତେବେ କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ । ପୂର୍ବରୁ…

ଅନୁଭବଙ୍କ ମହାନତା

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ମହାନତା । ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ସାଂସଦ । କେନ୍ଦ୍ରାପଡ଼ାରୁ କାମସାରି କଟକ ଫେରୁଥିବା ବେଳେ କଟକ-ଚାନ୍ଦବାଲି ରାସ୍ତା ପଣସକଣା ନିକଟରେ ଜଣେ ଫତେପୁର…

ବର୍ଷା- ଅନୁଭବ ବିବାଦ, ଛାଡ଼ପତ୍ର ମାମଲା ଖାରଜ ଲାଗି ବର୍ଷାଙ୍କ ଆବେଦନ

କଟକ: ତୁଟୁନି ଓଲିଉଡ଼ର ଷ୍ଟାରକପୁଲ ବର୍ଷା ଅନୁଭବଙ୍କ ବିବାଦ । ଦିନକୁ ଦିନ ନୂଆ ରୂପ ନେଉଛି ବିବାଦ । ଛାଡ଼ପତ୍ର ମାମଲା ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇ ଶୁଣାଣି ହେଉଥିବା ବେଳେ ଆଜି ଶୁଣାଣି ପାଇଁ ଧାର୍ୟ୍ୟ ସତ୍ତ୍ବେ ଉଭୟ ହାଜର ହୋଇନାହାନ୍ତି। ଏହି…

ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦକୁ ନେଇ ସାମ୍ନାକୁ ଆସିଲା ନୂଆ ଘଟଣା । ଅନୁଭବ ମହାନ୍ତିଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ । ତ୍ୱରିତ୍ୱ ଶୁଣାଣି ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ମାମଲାର ଅନ୍ତ…

ଆସନ୍ତା ସପ୍ତାହରେ ହେବ ବର୍ଷା-ଅନୁଭବଙ୍କ ବିବାଦର ଶୁଣାଣି

କଟକ: ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଶୁଣାଣୀ । ମାମଲାର ଚୁଡାନ୍ତ ଶୁଣାଣି ପାରିବାରିକ କୋର୍ଟରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ଅନୁଭବ ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣି ହୋଇଛି । ହାଇକୋର୍ଟରେ ମାମଲାର ଶୁଣାଣି ଘୁଞ୍ଚିଲା ।…

ଆଜି କାହିଁକି ଫ୍ୟାମିଲକୋର୍ଟରେ ହାଜର ହେଲେନି ବର୍ଷା?

କଟକ: ଓଲିଉଡ଼ ଷ୍ଟାର କପୁଲ ବର୍ଷା ଏବଂ ଅନୁଭବଙ୍କ ବିବାଦ ଛିଣ୍ଡିବାର ନାଁ ଧରୁନି । ଆଜି ଅନୁଭବ ଫ୍ୟାମିଲକୋର୍ଟରେ ହାଜର ହୋଇଥିବା ବେଳେ ବର୍ଷା ଫ୍ୟାମିଲକୋର୍ଟରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି । ତେବେ ବର୍ଷା କାହିଁକି ଆସିଲେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ସବୁଠାରୁ ବଡ଼ କଥା…

ଫ୍ୟାମିଲକୋର୍ଟରେ ହାଜର ହେଲେ ଅନୁଭବ

କଟକ: ଫ୍ୟାମିଲକୋର୍ଟରେ ହାଜର ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ତେବେ ସଦ୍ୟ ସୂଚନା ମୁତାବକ ଏଯାବତ ବର୍ଷ ପହଞ୍ଚି ନାହାଁନ୍ତି । ଆଜି ଉଭୟଙ୍କ ମାମଲା କୋର୍ଟରେ ବିଚାର ହେବ । ପୂର୍ବରୁ ଅନେକଥର ଉଭୟ ହାଜରୀ ହୋଇଥିଲେ ସୁଦ୍ଧା କୌଣସି ସମାଧାନ ହୋଇନାହିଁ । ଦୀର୍ଘଦିନ ହେବ…

ଫ୍ୟାମିଲକୋର୍ଟରେ ବର୍ଷା-ଅନୁଭବ

କଟକ: ଫ୍ୟାମିଲକୋର୍ଟରେ ପହଞ୍ଚିଛନ୍ତି ଷ୍ଟାରକପୁଲ ବର୍ଷା ଏବଂ ଅନୁଭବ । ଉଭୟଙ୍କ ମଧ୍ୟରେ ବୁଝାବଣା ହେବ । ଆଜି ପ୍ରଥମେ ବର୍ଷା ଫ୍ୟାମିଲ କୋର୍ଟରେ ହାଜର ହୋଇଥିବା ବେଳେ ପରେ ଅନୁଭବ ଆସିଥିବା ଦେଖିବାକୁ ମିଳିଛି । ସେପଟେ ଉଭୟଙ୍କ ମଧ୍ୟରେ କଣ ବୁଝାବଣା ହେବ ତାଉପରେ ରହିଛି ସମସ୍ତଙ୍କ ନଜର ।…

ବର୍ଷାଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ଅନୁଭବ

କଟକ: ପୁଣି ଚର୍ଚ୍ଚାରେ ବର୍ଷ ଅନୁଭବ ବିବାଦ । ଏହି ଷ୍ଟାର କପୁଲଙ୍କ କଳି ପୁଣିଥରେ ତେଜିଥିବା ଦେଖିବାକୁ ମିଳିଛି । ଥାନାରେ ବର୍ଷାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଅନୁଭବ । ପୁରୀଘାଟ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ତାଙ୍କ ଘରକୁ ଅଜଣା ଲୋକ ଆସୁଥିବା ନେଇ…