Odia News Portal
Browsing Tag

anup sai

ଅନୁପ ସାଏଙ୍କୁ ଜାମିନ

ଝାରସୁଗୁଡ଼ା()  ସମ୍ପ୍ରତି ଛତିଶଗଡ଼ ଜିଲ୍ଲା ରାୟଗଡ଼ କାରାଗାରରେ ଥିବା ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ହାଇକୋର୍ଟ ତାଙ୍କୁ ୨୫ ହଜାର ଟଙ୍କାର ବ୍ୟକ୍ତିଗତ…

ଅନୁପ ସାଏଙ୍କୁ କରୋନା

ଭୁବନେଶ୍ବର() ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ର ରାୟଗଡ଼ ଜେଲର । ତାଙ୍କର ଛାତିରେ ଯନ୍ତ୍ରଣା ଯୋଗୁଁ ରାୟଗଡ଼ ଜିନ୍ଦଲ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମା ଓ ଝିଅଙ୍କ ଡ଼ବଲ ମର୍ନର…

ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ହେବନି

ନୂଆଦିଲ୍ଲୀ() ଡବଲ ମର୍ଡର ମାମଲାରେ ଗିରଫ ହୋଇଥିବା ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ହେବ ନାହିଁ । ନାର୍କୋ ଟେଷ୍ଟ ପାଇଁ ପୋଲିସ ଆବେଦନକୁ ଖାରଜ କଲେ କୋର୍ଟ । ଚକ୍ରଧରନଗର ପୋଲିସ ଆବେଦନକୁ ରାୟଗଡ ସି.ଜେ.ଏମ କୋର୍ଟ ଖାରଜ କରିଛନ୍ତି । ଏହି ଟେଷ୍ଟ ପାଇଁ ଅନୁପ ସାଏ ରାଜି ନହେବାରୁ ଖାରଜ କଲେ…

ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ ଜେରା

ଝାରସୁଗୁଡ଼ା() ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ ପୋଲିସ ମାରାଥନ ଜେରା କରୁଛି। ଶନିବାର ସନ୍ଧ୍ୟାରେ ଅନୁପଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ପୋଲିସ ତାଙ୍କ ନିକଟରୁ ବିଭିନ୍ନ ତଥ୍ୟ ସଂଗ୍ରହ ପାଇଁ ଜୋରସୋର ଉଦ୍ୟମ ଜାରି ରଖିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୋଲିସ ନିକଟରେ…

ରିମାଣ୍ଡରେ ଗଲେ ଅନୁପ ସାଏ

ଝାରସୁଗୁଡା() ବହୁଚର୍ଚ୍ଚିତ କଳ୍ପନା ଦାସ ଓ ତାଙ୍କ ଝିଅ ବବଲି ଦାସ ହତ୍ୟା ଘଟଣାରେ ୩ଦିନିଆ ରିମାଣରେ ଗଲେ ଅନୁପ ସାଏ ।ଅନୁପଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ଛତିଶଗଡ ପୋଲିସ । ଅନୁପ ସାଏଙ୍କ ସହିତ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ଦିନିକିଆ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ…

ଅନୁପଙ୍କ ଚରିତ୍ରକୁ ନେଇ ଚଳଚ୍ଚିତ୍ର, ଫିଲ୍ମର ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭୁବନେଶ୍ୱର()  ୨୦୧୬ କଳ୍ପନା ଦାସ ଓ ବବଲି ଡବଲ ମର୍ଡର ଘଟଣାରେ ଖିଅ ଖୋଜୁଛି ପୁଲିସ୍ । ଅଧିକ ଛାନଭିନ ପାଇଁ ଓଡିଶାରେ ଛତିଶଗଡ ପୋଲିସ । ଅନ୍ୟପଟେ ଖୁବଶୀଘ୍ର ଅନୁପ ସାଏଙ୍କ ଚରିତ୍ରଙ୍କୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଓଡିଆ ସିନେମା। ଯାହାର ନାଁ ରଖାଯାଇଛି ‘ମାୟାବିନୀ’ । ୨୦୧୬ରେ…

ଡବଲ ମର୍ଡର ଘଟଣାରେ ଅନୁପର ଡ୍ରାଇଭର ଗିରଫ

ଭୁବନେଶ୍ୱର() ପ୍ରେମିକାକୁ ପତ୍ନୀର ସୀକୃତି ଦେବା ପାଇଁ ଦାବି କରିବା ପରେ ଜଣେ ରାଜନେତା କିପରି ନରହନ୍ତା ସାଜିପାରେ ସେ ସମ୍ପପର୍କରେ ଗିରଫ ହୋଇଥିବା ଝାରସୁଗୁଡାର ପୂର୍ବତନ ବିଧାୟକ ଅନୁପ ସାଏଙ୍କର ପୋଲିସ ଆଗରେ ବୟାନରୁ ସ୍ପଷ୍ଟ ହୋଇଯାଇଛି । ନିଜେ ଅନୁପ ଆତତାୟୀ ସାଜି ନିଜର ପ୍ରେମିକା ଓ ତାର…

ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ବହିଷ୍କାର ହେଲେ ଅନୁପ ସାଏ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କୁ ବହିଷ୍କାର କରିଛନ୍ତି । ସୂଚନା ଅନୁସାରେ, ଏକ ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ତଥା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁମ ସାଏଙ୍କୁ ଛତିଶଗଡ ପୋଲିସ ଗିରଫ କରିବା ପରେ ମୁଖ୍ୟମନ୍ତ୍ରୀ ଏହି…