Odia News Portal
Browsing Tag

aparajita sarangi

ଅପରାଜିତାଙ୍କୁ ବଡ଼ଦାଣ୍ଡରେ ତୀବ୍ର ବିରୋଧ

ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରାକୁ ବିରୋଧ । ଟାଉନ ଥାନାରେ ଅପରାଜିତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ଓ ବୁଦ୍ଧିଜୀବୀ । ଅପରାଜିତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା…

ମମିତା ମିଷ୍ଟ୍ରି: ସିବିଆଇ ତଦନ୍ତ ଦାବି କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ମହାଲିଙ୍ଗ ମିଷ୍ଟ୍ରିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଅଭିଯୁକ୍ତ ଗୋବିନ୍ଦ ସାହୁ ପୋଲିସ ହେପାଜତରେ ଥିବା ବେଳେ ତାକୁ ଜେରା କରାଯାଉଛି । ତେବେ କାର ଭିତରେ ହିଁ ଗୋବିନ୍ଦ ସାହୁ ମାରିଥିବା କୁହାଯାଇଛି । ସେପଟେ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ ବିଷୟ ଉପସ୍ଥାପନା କଲେ l ଏହି ଅବସରରେ ସାଂସଦ ମହୋଦୟା ନିଜର ଦ୍ୱିତୀୟ ବର୍ଷ ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନା କରିବା ସହ ପ୍ରଧାନମନ୍ତ୍ରୀଙ୍କ…

ବିଏମସିକୁ ଟାର୍ଗେଟ କଲେ ଅପରାଜିତା ଷଢ଼ଙ୍ଗୀ

ଭୁବନେଶ୍ୱର: ନିମ୍ନମାନର କାମ କରୁଛି ବିଏମସି । କୋଟି କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲେ ସୁଦ୍ଧା କାମ ହୋଇନାହିଁ । ଟଙ୍କା କୁଆଡ଼େ ଗଲା? ଏଭଳି ଅନେକ ପ୍ରଶ୍ନବାଣ ଛାଡ଼ିବା ସହ ବିଏମସିକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । ଭୁବନେଶ୍ୱରର ୱାର୍ଡ ନମ୍ବର ୪୫ରେ ଥିବା…

ଟିକା: ଟ୍ୱିଟର ୱାର, ଅପରାଜିତା-ସସ୍ମିତ ମୁହାଁମୁହିଁ

ଭୁବନେଶ୍ୱର: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିଜେପି ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ଆଜି ପରାଜିତା ଷଢ଼ଙ୍ଗୀ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି ଓଡ଼ିଶା ଟିକା କିଣିବାରେ ଅସମର୍ଥ ହେଲା ଏବଂ କେନ୍ଦ୍ରର ସହଯୋଗ ଲୋଢ଼ିଥିଲା । ପ୍ରଧାନମନ୍ତ୍ରୀ…

ଅପରାଜିତା ଷଢ଼ଙ୍ଗୀଙ୍କ ଦ୍ୱିତୀୟ ବର୍ଷର ରିପୋର୍ଟ କାର୍ଡ଼ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚିତ ହୋଇଛି । ଏଥିରେ ଅପରାଜିତା ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପାଇଁ ରାଜନୀତି ଅର୍ଥ ହେଉଛି ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ…

ୱାନ୍ ନେସନ୍ – ୱାନ ଇଲେକ୍ସନ୍ ସପକ୍ଷରେ ଅପରାଜିତା

ଦେଶରେ ୱାନ୍ ନେସନ୍ – ୱାନ ଇଲେକ୍ସନ୍ ପାଇଁ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ୱାନ୍ ନେସନ୍ ଓ ୱାନ୍ ଇଲେକ୍ସନ୍ ସମ୍ପର୍କରେ ରାଜ୍ୟରେ ଦଳର ଆଗଧାଡ଼ିର ନେତାମାନଙ୍କୁ ଅବଗତ କରିବା ନିମନ୍ତେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ଏକ…

ସାଂସଦ ଅପରାଜିତାଙ୍କ ନାରେ ଏତଲା

ମୟୂରଭଞ୍ଜ() ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ନାମରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଶ୍ରୀମତୀ ଷଡ଼ଙ୍ଗୀ ଏଠାରେ ରାମ ମନ୍ଦିର ଶିଳାନ୍ୟାସର  ଏକ କାର୍ଯ୍ୟକ୍ରମରେ  ଯୋଗଦେବାକୁ ଆସିଥିବା ଅବସରରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବାରିପଦା ଟାଉନ ଥାନାରେ …

ଖୋଲିଲା ଅପରାଜିତାଙ୍କ ଅଫିସ୍

ଭୁବନେଶ୍ବର() ସିଲ ହେବାର ଆଠ ଦିନ ପରେ ଅପରାଜିତା ଷଡଙ୍ଗୀଙ୍କ କାର୍ୟ୍ୟାଳୟ ଖୋଲିଲା । ପଳାସପଲ୍ଲୀସ୍ଥିତ ସାଂସଦ ଅପରାଜିତାଙ୍କ କାର୍ୟ୍ୟାଳୟ ଆଜି ଖୋଲାଯାଇଛି । ସିଲ୍‌ କରିବାର ୮ଦିନ ପରେ ଅଫିସ୍‌ ଖୋଲିଛି ବିଏମ୍‌ସି । କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଳଂଘନ ଅଭିଯୋଗରେ ୧୫ ଦିନ ପାଇଁ ଅଫିସ୍‌…