Odia News Portal
Browsing Tag

balangiri

ଶାଶୁ ବୋହୁଙ୍କୁ ହତ୍ୟା କରି ଅଭିଯୁକ୍ତ ଫେରାର

ବଲାଙ୍ଗିରରେ ଡବଲ ମଡ଼ର୍ର । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନୂଆପଡା ରେ ଡବଲ ମର୍ଡର ହୋଇଛି । ଶାଶୁ ବୋହୁଙ୍କୁ ହତ୍ୟା କରି ଫେରାର ମାରିଲେ ଅଭିଯୁକ୍ତ । କିଏ ଓ କାହିଁକି ହତ୍ୟା କଲା କାରଣ ଖୋଜୁଛି ପୋଲିସ ।

ମାଓ ପ୍ରବଣ ଅଞ୍ଚଳରେ ଉଡ଼ିଲା ଡ୍ରୋନ

ବଲାଙ୍ଗୀର : ମାଓ ପ୍ରବଣ ଅଞ୍ଚଳରେ ଉଡ଼ିଲା ଡ୍ରୋନ କ୍ୟାମେରା। ବଲାଙ୍ଗୀର ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ପାଟଣାଗଡ଼, ଖପ୍ରାଖୋଲା ଓ ବେଳପଡ଼ା ବ୍ଲକରେ ମତଦାନ ହୋଇଛି । ୨୯ ଜିଲ୍ଲା ପରିଷଦ ଆସନ, ୩୫୬ ସରପଞ୍ଚ ପ୍ରାର୍ଥୀ ଓ ୨୭୨ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ୪୬ ବୁଥ…

ଜବତ ହେଲା ବେଆଇନ କଫସିରଫ

ବଲାଙ୍ଗୀର: ବହୁତ ପରିମାଣର ବେଆଇନ କଫସିରଫ ଜବତ । ସଦର ଥାନା ପୋଲିସ ଦ୍ୱାରା ୫ହଜାର ୨୮୦ ବୋତଲ କଫ୍ ସିରଫ ଜବତ୍ ହୋଇଛି । ଘଟଣାରେ ତିନି ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଲୁହାସିହା ଗାଁର କୁଖ୍ୟାତ କଫସିରଫ ମାଫିଆ ଗୋଲୁ ଓରଫ ଲଷ୍ମୀ ନାରାୟଣ ଧଳ ଦୁଇ ସହଯୋଗୀ…

ବଲାଙ୍ଗୀର ଜିଲ୍ଲାରେ ଆଜି ସ୍କୁଲ ଛୁଟି

ବଲାଙ୍ଗୀର: ରାଜ୍ୟରେ ଲଘୁଚାପ ପ୍ରଭାବରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ହେଲାଣି ସାରା ଓଡ଼ିଶା । ପ୍ରବଳ ବର୍ଷା ଲାଗି ରହିଥିବାରୁ ବଲାଙ୍ଗିର ଜିଲ୍ଲାରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସ୍କୁଲ୍ ବନ୍ଦ ରଖିବାକୁ ଜିଲ୍ଲାପାଳ ଚଞ୍ଚଳ ରାଣା ନିର୍ଦ୍ଦେଶ ଦେଇଛନ୍ତି।…

ପ୍ରେମିକର ଘର ସାମନାରେ ଧାରଣା ଦେଲା ପ୍ରେମିକା

ବଲାଙ୍ଗୀର: ପ୍ରେମରେ ବାଧକ ସାଜିଛି ଜାତିପ୍ରଥା । ପ୍ରେମିକକୁ ବିଶ୍ୱାସ କରି ସବୁକିଛି ଦାନ କରି ଦେଇଥିଲା । ହେଲେ ଅନ୍ୟତ୍ର ବିବାହ କରିବାକୁ ଯାଉଛି ପ୍ରେମିକ । ଶେଷରେ ସବୁଆଡ଼ୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ନ୍ୟାୟ ପାଇଁ ପ୍ରେମିକର ଘର ସାମନାରେ ଧାରଣା ଦେଲେ ଯୁବତୀ । ମୋ ପ୍ରେମିକକୁ…

ଧରାହେଲା ବନ୍ଧୁକଧାରୀ ଯୁବକ

ବଲାଙ୍ଗୀର: ବଲାଙ୍ଗୀର ସହର ଶାନ୍ତିପଡ଼ାରେ ରଜ ସଂକ୍ରାନ୍ତିରେ ଅଶାନ୍ତି ସୃଷ୍ଟି କରିଥିବା ଯୁବକକୁ ଧରିବାରେ ସଫଳ ହୋଇଛି ପୋଲିସ । ୫ ଘଣ୍ଟାର ଛକାପଞ୍ଝା ପରେ ଶେଷରେ କାବକୁ କରାଯାଇଛି । ଘର ଭିତରେ ପଶି ସୁରକ୍ଷିତ ଭାବେ ତାକୁ କାବୁ କରାଯାଇଥିବା ସୂଚନା ମିଳିଛି । ତେବେ ପୋଲିସ କାବୁ କରିଥିବା…

ଚାକିରୀରୁ ବହିଷ୍କୃତ ଡାକ୍ତର ବାଚସ୍ପତି ଦାଶ

ବଲାଙ୍ଗୀର: ଚାକିରୀରୁ ବହିଷ୍କୃତ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏସଡିଏମଓ ଡାକ୍ତର ବାଚସ୍ପତି ଦାଶ । ରୋଗୀଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ବହିଷ୍କାର କରାଯାଇଛି । ପାଟଣାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ରୋଗୀଙ୍କୁ ଲାଞ୍ଚ ମାଗୁଥିବାର…