Odia News Portal
Browsing Tag

Bbsr

ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ମିଳିଲା ଅଜଣା ବ୍ୟାଗ ପୋଲିସ୍ କୁକୁର କରୁଛି ଯାଂଚ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦେଖିବାକୁ ମିଳିଲା କଡ଼ା ଚେକିଂ । ପୋଲିସ୍ କର୍ମଚାରୀମାନେ ସନ୍ଧାନୀ କୁକୁର ଧରି ପହଞ୍ଚିଗଲେ । କୁକୁରଟି ସୁଙ୍ଘି ସୁଙ୍ଘି କିଛି ଖୋଜୁଥିଲା । ପରେ ଏକ ଜରି ବ୍ୟାଗ ପାଖରେ ପହଞ୍ଚିଲା । ଯାହାକୁ ପୋଲିସ ଜବତ କରିଛି । ଟର୍ମିନାଲ-୧ରେ ଏହି ଘଟଣା…

୪ ଦିନରେ ୫୨ ମିନିଟ୍

ଆଗୁଆ ବନ୍ଦ ହୋଇପାରେ ବିଧାନସଭା ଅଧିବେଶନ । ଗୃହରେ ହଟୁନି ଅଚଳାବସ୍ଥା । ନିଜ ନିଜ ଜିଦରେ ଅଟଳ ରହିଛନ୍ତି ଉଭୟ ଶାଶକ ଓ ବିରୋଧୀ ଦଳ । ୪ ଦିନରେ ମାତ୍ର ୪୨ ମିନିଟ ଚାଲିଛି ଗୃହ କାର୍ଯ୍ୟ । ଗୃହ କାର୍ଯ୍ୟ ସ୍ୱଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ କୈଣସି ସ୍ତରରେ ଉଦ୍ୟମ କରାଯାଇନାହିଁ ।…

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।ଭୁବନେଶ୍ୱର ଏଏଚ କଲୋନୀ କୈବଲ୍ୟ ନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ । ୬ବର୍ଷ ପୂର୍ବରୁ ଘନଶ୍ୟାମ ମହାନ୍ତିଙ୍କୁ ବିବାହ କରି କୈବଲ୍ୟ ନଗରରେ ରହୁଥିଲେ ଶ୍ରଦ୍ଧାଞ୍ଜଳି । ପରକୀୟା…

ଟ୍ୱିନ ସିଟି ପାଇଁ ସତର୍କ ଜାରୀ

ମାଡିଆସୁଛି ବାତ୍ୟା ଜୱାଦ । ଟ୍ୱିନସିଟି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭିଗ । କଟକ-ଭୁବନେଶ୍ୱରରେ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ସହିତ ବତ୍ୟା ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ବେଳେ ବେଳେ ପବନର ଝଟକା ୬୦ କିମି ଛୁଇଁବ ବୋଲି ଆକଳନ…

ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ

ରାଜଧାନୀ ଭୁବନେଶ୍ୱରରେ ମର୍ଣ୍ଣିଂୱାକରେ ବାହାରିଥିଲେ ଜଣେ ବ୍ୟବସାୟୀ ।ସେ ଜାଣି ନଥିଲେ ଯେ ତାଙ୍କୁ ଜଣେ ମାରିବାକୁ ଛକି ବସିଛି । ହେଲେ ଏହି କଥା ପୋଲିସକୁ ଜଣା ଥିଲା । ତେଣୁ ସୁପାରୀ କିଲର ଜଣକ କିଛି ଅଘଟଣ ଘଟାଇବା ପୂର୍ବରୁ ତାକୁ ଧରି ନେଇଥିଲା ପୋଲିସ । ଧରା ପଡିଥିବା ସୁପାରୀ କିଲର…

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ । ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଓ୍ବେଲମାର୍କ ଲୋ ପ୍ରେସରର ରୂପ ନେବ । ଘନିଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ହେବ । ଦକ୍ଷିଣ…

ଉତ୍କଳ ବିଶ୍ୱବିଦ୍ୟାଳୟର ଆଜି ପ୍ରତିଷ୍ଠା ଦିବସ

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ ପାଳନ ହେବ । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ କକ୍ଷ (କନଭୋକେସନ୍‌ ହଲ୍‌)ରେ ସକାଳ ୧୦ଟା ୩୦ରେ ହେବାକୁ ଥିବା ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । ସେହିପରି…

ଆଜିଠୁ ଆରମ୍ଭ ହେବ ହକି ବିଶ୍ୱକପ୍

ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଚାଲିବ ହକି ମହାସମର । ଡିସେମ୍ବର ୫ ଯାଏଁ କଳିଙ୍ଗରେ ଖେଳାଯିବ ଜୁନିୟର ହକି ବିଶ୍ୱକପ । କରୋନା ପାଇଁ ଉଦଘାଟନୀ ଉତ୍ସବକୁ ନିରାଡମ୍ବର କରାଯାଉଥିବାବେଳେ ଉଦଘାଟନି ମ୍ୟାଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫଆଇଏଚ୍ ସଭାପତି ନରିନ୍ଦ୍ରର ବାତ୍ରା…

ଖୁବଶୀଘ୍ର ଭୁବନେଶ୍ୱରରୁ ଡେରାଡୁନକୁ ଉଡିବ ବିମାନ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଭୁବନେଶ୍ୱର ଏବଂ ଡେରାଡୁନ୍ ମଧ୍ୟରେ ବିମାନ ସଂଯୋଗ ସମ୍ପର୍କରେ ବିମାନ ସେବା ଅପରେଟରଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂ ଦେଓଙ୍କୁ ଚିଠି…

ଭୁବନେଶ୍ୱରରୁ ଜୟପୁର ଏବଂ ରାଜସ୍ଥାନକୁ ଉଡିବ ବିମାନ

ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ । ଏବେ ଆପଣ ଭୁବନେଶ୍ୱରରୁ ସିଧାସଳଖ ଭାବରେ ରାଜସ୍ଥାନର ରାଜଧାନୀ ଜୟପୁରକୁ ଯାତ୍ରା କରିପାରିବେ । ଭୁବନେଶ୍ବରରେ ଏବେ ୧୧ଲକ୍ଷ ରାଜସ୍ଥାନବାସୀ ରହୁଥିବା ବେଳେ ସେମାନଙ୍କୁ ଜୟପୁର ଯିବା ପାଇଁ ଏବେ କୌଣସି ସମସ୍ୟା ହେବ ନାହିଁ ।…