କେନ୍ଦ୍ର କମାଇଛି କିରୋସିନ କୋଟା
ଭୁବନେଶ୍ୱର() ଆସନ୍ତା ମାସରୁ ପ୍ରତି ପରିବାରକୁ ଅଢେଇ ଲିଟର କିରୋସିନି ବଦଳରେ ୨ ଲିଟର କିରୋସିନି ମିଳିବ । ତେବେ ଏନେଇ ବିଧାନସଭାରରେ ଉତ୍ତର ରଖିଛନ୍ତି ଖାଦ୍ୟ ଯେଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କହିବାନୁସାରେ, କେନ୍ଦ୍ର କିରୋସିନ୍ କୋଟା…