Odia News Portal
Browsing Tag

bhubaneswar

ବନ୍ଦ ହେବ ଖଣ୍ଡଗିରି ମେଳା

ଓଡିଶାରେ କରୋନା ସଂକ୍ରମଣ ଏବେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । କିଛି ଦିନ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ କହିଛି ସ୍ୱାସ୍ଥ୍ୟ…

ଗିରଫ ହେଲେ କେବିଏନ ଗ୍ୟାଙ୍ଗ ର ମୁଖ୍ୟ

ଶେଷରେ ଗିରଫ ହୋଇଛି ବହୁଚର୍ଚ୍ଚିତ କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା । ୩ ମାସ ପରେ ବୁବୁକୁ ଭୁବନେଶ୍ୱରର ଡେଲଟା ଅଞ୍ଚଳରୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । । ମାରଣାସ୍ତ୍ର ଧରି ଭିଡ଼ିଓ ଭାଇରଲ କରିବା ଓ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ବୁବୁକୁ ଖୋଜୁଥିଲା ପୋଲିସ ।…

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ନେଇ ରାଜଧାନୀରେ ଗର୍ଜିଲେ ଛାତ୍ରଛାତ୍ରୀ

ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ନେଇ ରାଜଧାନୀରେ ରାଜରାସ୍ତାରେ ଗର୍ଜିଲେ ଯୁକ୍ତଦୁଇ ଛାତ୍ରଛାତ୍ରୀ । ମାର୍ଚ୍ଚରେ ହେବାକୁ ଥିବା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଚଳିତ ଶିକ୍ଷା ବର୍ଷରେ ମାତ୍ର ୫ ମାସର ଅଫଲାଇନ ପାଠପଢାରେ ଗୋଟିଏ ତ୍ରୟମାସିକ ଟେଷ୍ଟ…

ବ୍ୟାଙ୍କରେ ଠକେଇ ବାପୁଜୀନଗର PNB ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ଗିରଫ

ଭୁବନେଶ୍ୱର ବାପୁଜୀନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜର ବିରେନ୍ଦ୍ର ପଟ୍ଟନାୟକ ଗିରଫ । ବିରେନ୍ଦ୍ରଙ୍କ ସହ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଦୁଇ ସହଯୋଗୀ ହେଉଛନ୍ତି ଫିଲ୍ଡ ଅଫିସର ନରେନ୍ଦ୍ର ନାୟକ ଓ ମଧ୍ୟସ୍ଥି ପ୍ରକାଶ ବେହେରା । ତିନି ଜଣଙ୍କୁ…

ଗାନ୍ଧୀମାର୍ଗରେ ସାଧାରଣତନ୍ତ୍ର ଦିବସ ପାଇଁ ରିହର୍ସଲ

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ ରିହରସେଲ। କୋଭିଡ଼ କଟକଣାରେ ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି ପରେଡ଼୍। ପୋଲିସ ଡିଜି ସୁନିଲ୍ ବଂଶଲ ଆଜିର ଫୁଲ ଡ୍ରେସ ରିହରସେଲକୁ ନୀରକ୍ଷଣ କରିଥିଲେ। ଏଥର ପରେଡ଼ରେ ୧୦ ଟି କଣ୍ଟିଜେଣ୍ଟ ଭାଗ ନେବେ। ଏଥିରେ ୩ ଟି ବ୍ରାସ ବ୍ରାଣ୍ଡ ସହ…

ମେଡିସିନ କିଣିବା ବାହାନାରେ ଦୋକାନରୁ ଲୁଟ୍

ଭୁବନେଶ୍ୱରରେ ମେଡିସିନ ଦୋକାନରୁ ଲୁଟ୍‌ । ଔଷଧ ଦୋକାନରୁ ମେଡିସିନ କିଣିବା ବାହାନାରେ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ୩ ଜଣ ଲୁଟେରା ଔଷଧ ଦୋକାନରୁ ୪୯ ହଜାର ଟଙ୍କା ଲୁଟିନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଲୁଟ୍ ଘଟଣା ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ବୃନ୍ଦାବନ ମେଡିସିନ ଷ୍ଟୋର…

କୁହୁଡି ପାଇଁ ବାଧା ପ୍ରାପ୍ତ ହେଲା ବିମାନ ସେବା

ରାଜଧାନୀରେ ଶୀତୁଆ ସକାଳକୁ ଘନ କୁହୁଡି ଛାଇ ଯାଇଥିଲା । ଚଳିତ ବର୍ଷ ଘନ କୁହୁଡି ପାଇଁ ବାଧାପ୍ରାପ୍ତ ହୋଇଛି ବିମାନ ସେବା । ଇଣ୍ଡିଗୋ ୨୧୭୮ ବିମାନ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା । କିନ୍ତୁ ଘନ କୁହୁଡି ପାଇଁ ଏହି ବିମାନକୁ ରାୟପୁରକୁ ଡାଇଭର୍ଟ କରାଯାଇଥିଲା । ଦେଢଶହ ମିଟର ଦୃଶ୍ୟମାନ…

କ୍ୟାପିଟାଲ ହସ୍ପିଟାଲରେ ୪୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ

କ୍ୟାପିଟାଲ ହସ୍ପିଟାଲ ସାରା କରୋନା ପଜିଟିଭ । ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ କରୋନାରେ ଆକ୍ରାନ୍ତ । କ୍ୟାପିଟାଲ ହସ୍ପିଟାଲରେ ମୋଟ ୧୪୪ ଜଣ ଡାକ୍ତରଙ୍କ ମଧ୍ୟରୁ ୪୦ ଜଣ ଡାକ୍ତର କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦ ଜଣ ଘରେ ସଂଗରୋଧରେ ରହିଥିବାବେଳେ…

ରାଜଧାନୀର ଏକ ନମ୍ବର ହାଟ ସ୍ଥାନାନ୍ତର

ରାଜଧାନୀ ଭୁବନେଶ୍ୱରରେ ପୁଣି ହାଟ ସ୍ଥାନାନ୍ତର। କରୋନା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ନମ୍ବର ହାଟର ସ୍ଥାନାନ୍ତରୀକରଣ କରାଯାଇଛି। । ୟୁନିଟ୍-୧ର ଗହଳିପୂର୍ଣ୍ଣ ହାଟକୁ ପୁଣି ୟୁନିଟ୍-୧ ହାଇସ୍କୁଲ୍ ପଡିଆକୁ ସ୍ଥାନାନ୍ତର କରାଯାଇଛି । ସାମାଜିକ ଦୂରତ୍ୱ ସହ ଦୋକାନୀ ଓ ଗ୍ରାହକ ଉଭୟ…

ରାଜଧାନୀରେ ବୋମାମାଡ

ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ବୋମାମାଡ । ଜାଗାବାଡ଼ିକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠରେ ଫୁଟିଲା ବୋମା । ବାଲିଅନ୍ତା ଥାନା ସରକଣାରେ ହୋଇଥିବା ଏହି ବୋମାମାଡରେ ଉଡ଼ିଗଲା ଘରର ଟିଣ । ସୂଚନା ଅନୁସାରେ ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ ନେଇ ଘଟିଛି ଏହି ଘଟଣା । ବୋମା ଫିଙ୍ଗି…