Odia News Portal
Browsing Tag

bhubneswar

ଟାଟା ଷ୍ଟିଲରେ ଚାକିରି କରାଇଦେବା ନାଆଁରେ ସାଢ଼େ ତିନି ଲକ୍ଷ ଟଙ୍କା ଠକେଇ

ଠକାମିର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର ଶକ୍ତି ପ୍ରସନ୍ନ ସ୍ୱାଇଁ।ଶକ୍ତି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରି ସମାପ୍ତ କରିବା ପରେ ବେକାର ଥିଲେ। ଏହି ସମୟରେ ଅଭିଯୁକ୍ତ ସନ୍ଦୀପ ପ୍ରଧାନଙ୍କ ସହ ତାଙ୍କର ଭେଟ ହୋଇଥିଲା। ସନ୍ଦୀପ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପ୍ଲେସମେଣ୍ଟ ଅଫିସ…

ଆଜି ରାତି ୮ଟାରୁ ଟ୍ୱିନ୍‍ ସିଟିରେ ନାଇଟ୍‍ କର୍ଫ୍ୟୁ

ଭୁବନେଶ୍ୱର : ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍‍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍‍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ୱିନ୍‍ ସିଟିରେ ରାତ୍ରିକାଳୀନ ନାଇଟ୍‍ କର୍ଫ୍ୟୁ ଜାରି…

ଠିକା କର୍ମଚାରୀଙ୍କ ଲାଗି ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନରେ କାର୍ୟ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ଏଣିକି ଚୁକ୍ତିଭିତ୍ତିକ ନୁହେଁ, ଇନିସିଆଲ ଆପଏଂଟିଜ୍ ଭାବେ ନିଯୁକ୍ତି ପାଇବେ । ଏବେ ସେମାନେ ବର୍ତ୍ତମାନ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବେ । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ…

ମୁଖ୍ୟ ସଚିବ ପାହ୍ୟାର ପାଉଣା ପାଉଛନ୍ତି ପିଏମୟୁ କର୍ମଚାରୀ, ଏବେ ପରିବହନ ବିଭାଗ ପାଳି

ଭୁବନେଶ୍ୱର : ଠିକା ଚାକିରି । ହେଲେ ମାସିକ ପାଉଣା ଶାସନ ସଚିବ ସ୍ତରର କିମ୍ବା ଏହାଠାରୁ ଅଧିକ । କେତେକ ତ ମୁଖ୍ୟ ଶାସନ ସଚିବଙ୍କ ପାହ୍ୟାର ମାସିକ ପାଉଣା ପାଉଛନ୍ତି । ତେବେ ଏହି ମୋଟା ବେତନଧାରୀମାନେ ରାଜ୍ୟର କି ମଙ୍ଗଳ କରୁଛନ୍ତି ତାହା ସାଧାରଣ ଲୋକଙ୍କ ଗୋଚର ବାହାରେ । ବିଶ୍ୱସ୍ତ…

ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପୁଣି ଥରେ ନନ୍ଦନକାନନରେ ଟଏ ଟ୍ରେନରେ ବସି ଚିଡିଆଖାନା ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ । ୭ ବର୍ଷ ପରେ ଟ୍ରାକରେ ଗଡ଼ିବ ଟଏ ଟ୍ରେନ୍। ୭୬-ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଅବସରରେ ଆଜି ଉଦଘାଟିତ ହେବ ଟଏଟ୍ରେନ ।…

ଆସନ୍ତାକାଲି ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ଜଳ ଯୋଗାଣ । ପ୍ରଥମ ଥର ପାଇଁ ୮ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ୱାଟକୋ । ତେବେ ପଳାଶୁଣୀ ମୁଖ୍ୟ ଜଳ ଯେଗାଣ ପାଇପଲାଇନରେ ଜରୁରୀ ମରାମତି ପାଇଁ ଏହି…

ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ରେଡିଓ କ୍ଲବ୍ ମିଟ୍ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସଂଗୀତ, ନୃତ୍ୟ, ପୋଡକାଷ୍ଟ, ରେଡିଓ ଜକିଂ, ସେଲିବ୍ରିଟି ଟକ୍ ଏବଂ କମ୍ୟୁନିଟି ରେଡିଓ ସମ୍ପର୍କିତ ବିତର୍କ ଓ ଆଲୋଚନାକୁ ନେଇ ୧୦ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଡିଜିଟାଲ୍ ୟୁନିଭର୍ସିଟି ରେଡିଓ କ୍ଳବ୍ ମିଟ୍ ମଙ୍ଗଳବାର ଉଦ୍ୟାପିତ…

ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ

ଭୁବନେଶ୍ୱର: କିଛିଦିନର ବିରତି ପରେ ରାଜଧାନୀରେ ଦେଖିବାକୁ ମିଳିଛି କଟକଣା । କରୋନା ପ୍ରକୋପ ପୁଣି ରାଜଧାନୀରେ କାୟା ମେଲାଉଛି । ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କରୋନା ସଂକ୍ରମଣ ବିପଦ । ସେଥିପାଇଁ ସହରକୁ କିଛିଦିନର ନୀରବତା ପରେ ପୁଣିଥରେ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ରାଜଧାନୀରେ…

ଶିଶୁର ଛାତିରୁ ୫୦୦ ଗ୍ରାମର ଟ୍ୟୁମର୍ ବାହାର କଲେ ସମ୍ ସର୍ଜନ

ଭୁବନେଶ୍ୱର: ୬ମାସର ଶିଶୁର ଛାତିରୁ ୫୦୦ ଗ୍ରାମ ଓଜନର ଏକ ବଡ ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସର୍ଜନମାନେ । ସାଢ଼େ ୮ କେଜି ଓଜନର ଏହି ଶିଶୁ ପୁତ୍ରଟିର ଗତ ୭- ୮ ମାସ ହେବ ଓଜନ କମିବା ସହିତ ସେ ଖୁବ୍ ରୋଗିଣା…

ଇଏସଡିଏ ପରିବେଶ ଉକ୍ରର୍ଷତା ପୁରସ୍କାରରେ ସୋଆ ପ୍ରଫେସର ସମ୍ମାନିତ

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଏନ୍ଭାଇରନ୍ମେଂଟ ଆଣ୍ଡ ସୋସିଆଲ୍ ଡେଭଲପ୍ମେଂଟ ଆସୋସିଏସନ୍ (ଇଏସ୍ଡିଏ) ପକ୍ଷରୁ ଆୟୋଜିତ ଇଏସ୍ଡିଏ ପରିବେଶ ଉକ୍ରର୍ଷତା ସମ୍ମାନ-୨୦୨୧ କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ର ପ୍ର ଫେସର…