Odia News Portal
Browsing Tag

bidyabharati

ବିଦ୍ୟାଭାରତୀଙ୍କ ନାଁରେ ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ରୋଷେୟା ଏବଂ ଡିଏଫଓଙ୍କୁ କ୍ରାଇମବ୍ରାଞ୍ଚ କ୍ଲିନଚିଟ୍ ଦେଇଥିବାବେଳେ ବିଦ୍ୟାଭାରତୀଙ୍କ ଉପରକୁ ଉଠିଛି ଅଙ୍ଗଳି । ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ । ୩୦୦ ପୃଷ୍ଠାର…

ସରିଲା ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ, ୪ ଘଣ୍ଟାରେ ୧୦୦ ପ୍ରଶ୍ନ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ନେଇ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି । ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ ଟେଷ୍ଟ କରାଯାଇଛି । ଏହି ଟେଷ୍ଟ ପ୍ରାୟ ୪ ଘଣ୍ଟା କାଳ ଚାଲିଥିଲା । ଭୁବନେଶ୍ୱରର ରସୁଲଗଡ ଫରେନସିକ୍ ଲ୍ୟାବରେ…

ପୁଣି ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ଜେରା ହେବ: କ୍ରାଇମବ୍ରାଞ୍ଚ

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ପୁଣିଥରେ ଜେରା ହେବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ୨…

ଭାଇରାଲ ହେଉଛି ବିଦ୍ୟାଙ୍କ ଆଉ ଏକ ଚିଠି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସ୍ପେନ୍ସ । କିନ୍ତୁ ସେପଟେ ଭାଇରାଲ ହେବାରେ ଲାଗିଛି ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି । ପୂର୍ବରୁ ଦୁଇଟି ଚିଠି ଭାଇରାଲ ହୋଇଥିବା ବେଳେ ଏବେ ଆଉ ଏକ ଚିଠି ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସବୁଠି…

ବିଦ୍ୟାଙ୍କ ଚରିତ୍ରକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ସୌମ୍ୟଙ୍କ ପରିବାର, ଅକ୍ଷୟଙ୍କ ସହ ରହିଛି ସମ୍ପର୍କ

ବାଲେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଉପରୁ ଏଯାବତ ଉଠିନାହିଁ ପରଦା । ତେବେ ମୃତ୍ୟୁ ପଛରେ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ଆସୁଛନ୍ତି ସୌମ୍ୟଙ୍କ ପରିବାର । ଏହାରି ଭିତରେ ପୁଣିଥରେ ବୋହୂର ଚରିତ୍ରକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛନ୍ତି…

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲର ରୁମ୍ ସିଲ୍‌

ବଲାଙ୍ଗୀର: ବିଦ୍ୟାଭାରତୀ ବଲାଙ୍ଗୀରରେ ରହୁଥିବା ହଷ୍ଟେଲର ରୁମ୍ ସିଲ୍ । ସେ ରହୁଥିବା ରୁମ ନମ୍ବର ୧କୁ ସିଲ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପାରଳାଖେୁମୁଣ୍ଡି ଆଇଆଇସି । ଆଜି ବଲାଙ୍ଗୀର ଯାଇ କଲେଜରେ ଜେରା କରୁଛି ପାରଳାଖେମୁଣ୍ଡି ପୋଲିସ । ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସହ…

ବିଦ୍ୟା ଭାରତୀଙ୍କ ଚିଠିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଏସିଏଫ ସୌମ୍ୟଙ୍କ ପତ୍ନୀ ବିଦ୍ୟା ଭାରତୀଙ୍କ ହାତଲେଖା ଚିଠିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏଥିରେ ବିଦ୍ୟାଭାରତୀ ଲେଖିଛନ୍ତି, ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ତାଙ୍କ…