ପ୍ରଚାର ମଇଦାନରେ ଶେଷ ସଂଗ୍ରାମ
ବରଗଡ( ) ଆଜି ବିଜେପୁର ନିର୍ବାଚନ ପାଇଁ ପ୍ରଚାର ମଇଦାନରେ ସବୁ ଦଳର ପ୍ରାର୍ଥୀ ଓ କର୍ମୀ ମାନେ ଶେଷ ସଂଗ୍ରାମରେ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରସୋରରେ ପ୍ରଚାର ଚାଲିଛି । ବିଶେଷ କରି ବିଜେଡି ଓ ବିଜେପି ପ୍ରଚାର ସମୟରେ ପରସ୍ପରକୁ କଡା ଟକ୍କର ଦେଉଛନ୍ତି ।…